ଗୋରୁ ବୋଝେଇ ଟ୍ରକ୍‌ ଜବତ; ୫୦ଉଦ୍ଧାର

<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋରିପଡ଼ା ଟୋଲଗେଟ୍ ନିକଟରେ ବେଆଇନ ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ। ଟ୍ରକ୍&zwnj;ରେ ଥିବା ୫୦ରୁ ଅଧିକ ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ୍&zwnj; ଡ୍ରାଇଭରକୁ ଅଟକ ରଖିଛି।</p> <p>ସ୍ଥାନୀୟ ଲୋକ ଟ୍ରକକୁ ଅଟକାଇ ପୋଲିସରେ ଜିମା ଦେଇଥିଲେ।&nbsp; ଅତି ଅମାନୁଷିକ ଭାବେ ଟ୍ରକରେ ଗୋରୁଗୁଡ଼ିକୁ ଚାଲାଣ କରାଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।&nbsp; ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Monday, 11 December 2017
  • Updated: 11 December 2017, 12:54 PM IST

Sports

Latest News

<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋରିପଡ଼ା ଟୋଲଗେଟ୍ ନିକଟରେ ବେଆଇନ ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ। ଟ୍ରକ୍&zwnj;ରେ ଥିବା ୫୦ରୁ ଅଧିକ ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ୍&zwnj; ଡ୍ରାଇଭରକୁ ଅଟକ ରଖିଛି।</p><p>ସ୍ଥାନୀୟ ଲୋକ ଟ୍ରକକୁ ଅଟକାଇ ପୋଲିସରେ ଜିମା ଦେଇଥିଲେ।&nbsp; ଅତି ଅମାନୁଷିକ ଭାବେ ଟ୍ରକରେ ଗୋରୁଗୁଡ଼ିକୁ ଚାଲାଣ କରାଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।&nbsp; ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos