ସେଠି କଣ ହିନ୍ଦୁ, ଶିଖ୍ ସମ୍ପ୍ରଦାୟ ପୁରୁଷ ନପୁଂସକ ଥିଲେ ? ଏମିତି ପ୍ରଶ୍ନ ଉଠାଇଲେ କେନ୍ଦ୍ର ମନ୍ତ୍ରୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର ):ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆଜି ସମ୍ବଲପୁରରେ ବିଜେପିର ସିଏଏ ସପକ୍ଷରେ ଆୟୋଜିତ ଜନ ଜାଗରଣ କାର୍ଯ୍ୟକ୍ରମରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଗିରିରାଜ । ଦେଶ ସ୍ୱାଧୀନ ହେବା ପରେ ପାକ୍‌ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ହେଲେ ଏବେ ଏହା ୧ ପ୍ରତିଶତକୁ ଖସି ଆସିଛି । ଏହା ପଛର କାରଣ କ’ଣ ? ହିନ୍ଦୁ, ଶିଖ୍, ପାର୍ସି, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ପୁରୁଷ […]

n-bvc

n-bvc

Tapas Behera
  • Published: Saturday, 11 January 2020
  • Updated: 11 January 2020, 08:26 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର ):ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆଜି ସମ୍ବଲପୁରରେ ବିଜେପିର ସିଏଏ ସପକ୍ଷରେ ଆୟୋଜିତ ଜନ ଜାଗରଣ କାର୍ଯ୍ୟକ୍ରମରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଗିରିରାଜ । ଦେଶ ସ୍ୱାଧୀନ ହେବା ପରେ ପାକ୍‌ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ହେଲେ ଏବେ ଏହା ୧ ପ୍ରତିଶତକୁ ଖସି ଆସିଛି । ଏହା ପଛର କାରଣ କ’ଣ ? ହିନ୍ଦୁ, ଶିଖ୍, ପାର୍ସି, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ପୁରୁଷ କ’ଣ ନପୁଂସକ ଥିଲେ ନାଁ ଏହି ଜାତିର ମହିଳାଙ୍କୁ ବନ୍ଧ୍ୟା ଦୋଷ ଥିଲା ଯେ, ସଂଖ୍ୟାଲଘୁଙ୍କ ସଂଖ୍ୟା ଏତେ ପରିମାଣରେ ଖସିଲା ?

ଏହାପଛରେ ପାକିସ୍ତାନ ସରକାରଙ୍କ ଅତ୍ୟାଚାର ମୁଖ୍ୟ କାରଣ। ମହିଳା, ଝିଅଙ୍କୁ ଅକଥନୀୟ ଅତ୍ୟାଚାର ପାକିସ୍ତାନରେ ଦିଆଯାଇଛି, ଏପରିକି ତାଙ୍କୁ ହତ୍ୟା କରାଯାଇଛି। ମୋଦି ସରକାର ଏବେ ସିଏଏ ଆଣିବା ଦ୍ୱାରା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ସୁରକ୍ଷିତ ଆଶ୍ରୟ ମିଳିବ ବୋଲି ଗିରିରାଜ କହିଛନ୍ତି। CAA ସପକ୍ଷରେ ସାରା ଦେଶରେ ବିଜେପି ପକ୍ଷରୁ ଆୟୋଜିତ ହେଉଛି ଜନ ଜାଗରଣ ଯାତ୍ରା। ଏହି କ୍ରମରେ ଆଜି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story