ସଂଶୋଧିତ ପରିବହନ ଆଇନ‌୍‍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ‌୍‍ସ ୟୁନିୟନର ବିରୋଧ

ବାଲେଶ୍ୱର(ରଣଜିତ‌୍‍ ପାକଳ):କେନ୍ଦ୍ର ସରକାରଙ୍କ ପରିବହନ ସଂଶୋଧନ ଆଇନକୁ ବିରୋଧ କରି ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ‌୍‍ସ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ସଭା ସହଦେବଖୁଣ୍ଟା ବସ‌୍‍ଷ୍ଟାଣ୍ଡ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତା ରାଜକିଶୋର ଲେଙ୍କା ଏଥିରେ ଅଧ୍ୟକ୍ଷତା କରିଥିଲେ। ଅସିତ ବରଣ ଦାସ, ସୁଶାନ୍ତ ସାହୁ, ପ୍ରମୋଦ ରାଉତ, ବେଣୁଧର ବେହେରା ପ୍ରମୁଖ ସଂଘର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ ପରିବହନ ସଂଶୋଧନ ଆଇନ‌୍‍ ଯୋଗୁଁ ପରିବହନ କ୍ଷେତ୍ରରେ ଶ୍ରମିକ ଓ […]

sit-8

sit-8

Tapas Behera
  • Published: Monday, 15 July 2019
  • Updated: 15 July 2019, 09:39 PM IST

Sports

Latest News

ବାଲେଶ୍ୱର(ରଣଜିତ‌୍‍ ପାକଳ):କେନ୍ଦ୍ର ସରକାରଙ୍କ ପରିବହନ ସଂଶୋଧନ ଆଇନକୁ ବିରୋଧ କରି ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ‌୍‍ସ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ସଭା ସହଦେବଖୁଣ୍ଟା ବସ‌୍‍ଷ୍ଟାଣ୍ଡ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତା ରାଜକିଶୋର ଲେଙ୍କା

ଏଥିରେ ଅଧ୍ୟକ୍ଷତା କରିଥିଲେ। ଅସିତ ବରଣ ଦାସ, ସୁଶାନ୍ତ ସାହୁ, ପ୍ରମୋଦ ରାଉତ, ବେଣୁଧର ବେହେରା ପ୍ରମୁଖ ସଂଘର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ ପରିବହନ ସଂଶୋଧନ ଆଇନ‌୍‍ ଯୋଗୁଁ ପରିବହନ କ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ଜୀବିକା ପ୍ରତି ବିପଦ ଦେଖାଦେଇଛି ବୋଲି ଆରୋପ କରିଥିଲେ। ଏପରିକି ଅମ୍ୱାନି, ଆଦାନି ଭଳି ବଡ଼ ବଡ଼ କମ୍ପାନୀଙ୍କ ବ୍ୟତୀତ କୌଣସି ଘରୋଇ ମାଲିକଙ୍କ ଗାଡ଼ି ରାସ୍ତାରେ ଚାଲିବା ଅସମ୍ଭବ ହୋଇପଡ଼ିବ ବୋଲି ସେମାନେ କହିଥିଲେ। ଛୋଟ ଛୋଟ ଦୁର୍ଘଟଣାରେ ଡ୍ରାଇଭରମାନଙ୍କୁ ଜେଲ ଓ ଜରିମାନା ଦଣ୍ଡ ଭୋଗିବାକୁ ପଡ଼ିବ।

ଏହି ଆଇନ‌୍‍ ବଳରେ ଆରଟିଓ ଅଫିସ ଉଚ୍ଛେଦ ସହ ରାଜ୍ୟ ସରକାରଙ୍କ ଅଧିକାର ସଂକୁଚିତ କରାଯାଇଥିବାରୁ ପରିବହନ କ୍ଷେତ୍ରରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି କଳା ଆଇନ‌୍‍କୁ ପ୍ରତ୍ୟାହାର ପାଇଁ ଶ୍ରମିକନେତାମାନେ ଦାବି କରିଥିଲେ। ଦାବି ପୂରଣ ନେଇ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସଂଗଠନ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି  ସେମାନେ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story