ଚଇତି ପର୍ବରେ ମାଆ ତାରିଣୀଙ୍କ ଆଶୀର୍ବାଦ ନେଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଚଇତି ପର୍ବ ଦିନ ଘଟଗାଁବାସିନୀ ମାଆ ତାରିଣୀ ଆବିର୍ଭାବ ହୋଇଥିଲେ। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରାଯାଉଛି। ଆଜିର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଆଜି ଦିନରେ ମାଆଙ୍କୁ ଦର୍ଶନ କରିବା ଲାଗି ଦୂର ଦୂରାନ୍ତରୁ ଭକ୍ତମାନେ ଘଟଗାଁକୁ ଧାଇଁ ଆସିଥାଆନ୍ତି। ଆଜି ଲକ୍ଷାଧିକ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି। […]

Maa-Tarani

Maa-Tarani

Manoranjan Sial
  • Published: Thursday, 14 April 2022
  • Updated: 14 April 2022, 05:27 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ଚଇତି ପର୍ବ ଦିନ ଘଟଗାଁବାସିନୀ ମାଆ ତାରିଣୀ ଆବିର୍ଭାବ ହୋଇଥିଲେ। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରାଯାଉଛି। ଆଜିର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଆଜି ଦିନରେ ମାଆଙ୍କୁ ଦର୍ଶନ କରିବା ଲାଗି ଦୂର ଦୂରାନ୍ତରୁ ଭକ୍ତମାନେ ଘଟଗାଁକୁ ଧାଇଁ ଆସିଥାଆନ୍ତି। ଆଜି ଲକ୍ଷାଧିକ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି।

ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ମାଆଙ୍କ ଚଇତି ପର୍ବ ହୋଇପାରୁନଥିଲା। କେବଳ ନୀତିକାନ୍ତି ହେଉଥିଲା। ମହାମାରୀ କରୋନାର କୋପ କମିବା ପରେ ଚଳିତ ବର୍ଷ ମାଆଙ୍କ ପର୍ବକୁ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି। ରାତି ଦୁଇଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମାଆଙ୍କ ସ୍ନାନ ଓ ମହାସ୍ନାନ କରାଯାଇଥିଲା। ତା’ପରେ ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪ଟା ସବୁ ପୂଜା ସରିବା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲିଥିଲା। ତା’ପରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି। ମାଆଙ୍କ ପୂଜା କାର୍ଯ୍ୟରେ ୨୭ ଜଣ ପୂଜକ ନିୟୋଜନ ଅଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦୂରଦୂରନ୍ତରୁ ଆସୁଥିବା ଭକ୍ତଙ୍କ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିବା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ଘଟଗାଁ ବାସିନୀ ମାଆ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ଗଠନ ହୋଇଥିଲା। ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦୀର୍ଘ ୮୬ ବର୍ଷ ଧରି ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଆସୁଛି। ବାର୍ଷିକ ଉତ୍ସବରେ ମାଆଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story