କବିସୂର୍ଯ୍ୟନଗରରେ ବି ଚକଡ଼ା ପୋକ: ଚିନ୍ତାରେ ଚାଷୀ

Ordigital Desk
  • Published: Wednesday, 08 November 2017
  • , Updated: 08 November 2017, 07:04 PM IST
<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ମଧ୍ୟ ଚକଡ଼ା ପୋକ ପ୍ରଭାବ । ଗୁଡିଆଳି, କନିକ୍ଷାରୀ, ବାଲେସର ଭଳି ବିଭିନ୍ନ ଅଞ୍ଚଳରେ ଚକଡା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଧାରକରଜ କରି ଚାଷ କରିବା ପରେ ଅମଳ ବେଳକୁ ଚକଡା ପୋକ ପ୍ରଭାବରେ ଫସଲ ନଷ୍ଟ ହୋଇଯିବାରୁ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ।</p> <p>ଏନେଇ କବିସୂର୍ଯ୍ୟନଗର ତହସିଲଦାର କହିଛନ୍ତି, &ldquo;ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଟଙ୍କା ଆସିନାହିଁ।&rdquo;</p>

Related story