କେବିସି ଲଟେରୀ ଜିତିଥିବା କହି ଠକି ନେଇଥିଲେ ୨.୪୩ ଲକ୍ଷ, ଧରାପଡ଼ିଲେ ୭

ଦେବଗଡ଼ (ଓଡ଼ିଶା ରିପୋର୍ଟର): କେବିସି ଲଟେରୀ ନାଁରେ ୨.୪୩ ଲକ୍ଷ ଟଙ୍କା ଠକି ନେଇଥିବା ମାମଲାରେ ୭ ଜଣଙ୍କୁ ଗିରଫ କରିଛି ଦେବଗଡ଼ ପୁଲିସ୍।  ସେମାନଙ୍କ ମଧ୍ୟରୁ ୩ ଜଣ ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର। ସେମାନଙ୍କ ଠାରୁ ୧.୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।ଏହା ସହିତ ରାଜ୍ୟ ବାହାରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ଟିମ୍ ଗଠନ କରିଛି। ସୋମବାର ଦେବଗଡ଼ ଏସ୍‌ପି ପ୍ରମୋଦ କୁମାର ରଥ […]

arrest

arrest

Niranjan Mishra
  • Published: Monday, 05 December 2022
  • Updated: 05 December 2022, 06:37 PM IST

Sports

Latest News

ଦେବଗଡ଼ (ଓଡ଼ିଶା ରିପୋର୍ଟର): କେବିସି ଲଟେରୀ ନାଁରେ ୨.୪୩ ଲକ୍ଷ ଟଙ୍କା ଠକି ନେଇଥିବା ମାମଲାରେ ୭ ଜଣଙ୍କୁ ଗିରଫ କରିଛି ଦେବଗଡ଼ ପୁଲିସ୍।  ସେମାନଙ୍କ ମଧ୍ୟରୁ ୩ ଜଣ ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର। ସେମାନଙ୍କ ଠାରୁ ୧.୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।ଏହା ସହିତ ରାଜ୍ୟ ବାହାରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ଟିମ୍ ଗଠନ କରିଛି। ସୋମବାର ଦେବଗଡ଼ ଏସ୍‌ପି ପ୍ରମୋଦ କୁମାର ରଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି, ଚଳିତ ମାସ ୧ ତାରିଖରେ ଦେବଗଡ଼ ଅଞ୍ଚଳର ବିସ୍ମୟ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ କିଛି ବ୍ୟକ୍ତି କେବିସି ଟଙ୍କା ଉଠିବ ବୋଲି କହି ୨ ଲକ୍ଷ ୪୩ ହଜାର ୨୦୦ ଟଙ୍କା ଠକି ନେଇଥିଲେ। ସେ ଏ ନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାକ୍ କରି ଠକେଇରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଲକ୍ଷେ ୪୦ ହଜାର ଟଙ୍କା ସହିତ ୧୮ଟି ଏଟିଏମ୍ କାର୍ଡ ଓ ୭ଟି ମୋବାଇଲ ଜବତ କରାଯାଇଛି।

ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ବାହାର ଲୋକ ବୋଲି ଜଣାପଡ଼ିଛି। ତାର ସନ୍ଧାନ ମିଳିସାରିଛି। ତାକୁ ଧରିବାକୁ ଏକ ଟିମ୍ ଗଠିତ ହୋଇଛି। ଖୁବ୍‌ଶୀଘ୍ର ଏହି ଟିମ୍‌ ଯାଇ ଉକ୍ତ ଠକକୁ ଧରିବ। ମୁଖ୍ୟ ଅଭିଯୁକ୍ତ ଜଣକ ଲୋକଙ୍କୁ କୌଶଳ କ୍ରମେ ଠକେଇ ଜାଲରେ ଫସାଇ ଟଙ୍କା ହାତେଇ ନେଉଥିଲା। ପରେ ଏହି ଟଙ୍କାକୁ ଗିରଫ ୭ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲା। ଏହି ଅଭିଯୁକ୍ତମାନେ ଏଟିଏମ୍ କାର୍ଡ ଜରିଆରେ ଟଙ୍କା ଉଠାଉଥିଲେ ବୋଲି ଏସ୍‌ପି କହିଛନ୍ତି।

ଏଭଳି ଘଟଣାଗୁଡ଼ିକ ବାରମ୍ବାର ଘଟୁଥିବା ବେଳେ ଜନସାଧାରଣ ସଚେତନ ହେବା ଉଚିତ୍ ବୋଲି ଏସ୍‌ପି ପ୍ରମୋଦ କୁମାର ରଥ କହିଛନ୍ତି। ସେ କହିଛନ୍ତି,  କେବିସି ଲଟେରୀ ଜିତିଥିବା କହି ହେଉ ଅବା ଟାୱାର କରିବା କିମ୍ବା କେଓ୍ବାଇସି ଯାଞ୍ଚ ନାଁରେ କେହି ବ୍ୟାଙ୍କ ଡିଟେଲ୍ସ, ପରିଚୟପତ୍ର କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ମାଗିଲେ ଦିଅନ୍ତୁ ନାହିଁ। ସାଇବର ଠକମାନେ ବିଭିନ୍ନ ତରିକାରେ ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଥିବାରୁ ସେଥିରୁ ବର୍ତ୍ତିବାକୁ ବିନା ଯାଞ୍ଚରେ କୌଣସି ପ୍ରକାର ତଥ୍ୟ କାହାକୁ ଦିଅନ୍ତୁ ନାହିଁ ବୋଲି ଏସ୍‌ପି ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story