ମହକିଲା ବଣମଲ୍ଲୀ: ଜାଣନ୍ତି କିଏ ସେହି ମଲ୍ଲୀ

କୋରାପୁଟ : ଓଡ଼ିଆ କୁନି ଝିଅଙ୍କ କମାଲ। ମାତ୍ର ୮ ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍‌ସିତା।  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି। ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ […]

ipsita-1

ipsita-1

Tapas Behera
  • Published: Sunday, 26 January 2020
  • Updated: 26 January 2020, 10:09 PM IST

Sports

Latest News

କୋରାପୁଟ : ଓଡ଼ିଆ କୁନି ଝିଅଙ୍କ କମାଲ ମାତ୍ର ବର୍ଷ ବୟସରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସୁନାବେଡାର ଚତୁର୍ଥ ଶ୍ରେଣୀରେ ପଢୁଥିବା ଆଇଓ୍ୱା ଇପ୍ସିତା  ଜାତୀୟସ୍ତରର ପ୍ରତିଯୋଗିତାରେ ସେ ପ୍ରଥମ ହୋଇଛନ୍ତି ଇପସିତା ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ କମ୍ପାନୀ ପକ୍ଷରୁ ୭୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି

ପ୍ରତିଯୋଗିତାକୁ ଆୟୋଜନ କରିଥିଲା ଏକ ଘରୋଇ କମ୍ପାନୀ। ଜାତୀୟସ୍ତରରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ଲକ୍ଷ ଶିଶୁ ଅଂଶଗ୍ରହଣ କରିଥିଲେ।  ଶିଶୁମାନେ ପଠାଇଥିବା ଚିତ୍ରକୁ ନେଇ ପ୍ରତିଯୋଗିତା ପାଇଁ ଶିଶୁମାନଙ୍କୁ ବିବେଚିତ କରାଯାଇଥିଲା ଏହାପରେ ଯୋଗ୍ୟ ବିବେଚିତ ଶିଶୁଙ୍କୁ ନେଇ ଗୋଆରେ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କମ୍ପିଟିସନରେ ବାଜି ମାରିଥିଲେ ଓଡ଼ିଆ ଝିଅ ଇପ୍ସିତା। ଏହି ସଫଳତାରେ ଇପସିତାଙ୍କ ବାପା, ମାଆ, ଶିକ୍ଷକ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story