ବାକ୍ସରୁ ମିଳିଲା ନାବାଳିକାର ମୃତଦେହ, ଡହାଣୀ ସନ୍ଦେହରେ ମହିଳାଙ୍କୁ ପିଟିଲେ ଗାଁ ଲୋକ

ସୁନ୍ଦରଗଡ଼ (ବିଜୟ ବରୁଆ): ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ ଲୋକେ ଡାହାଣୀ ସନ୍ଦେହ କରୁଛନ୍ତି। ଏପରିକି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଆଜି ସନ୍ଧ୍ୟାରେ ଏପରି ହୃଦୟବିଦରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଘଟିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ […]

sundragardh

sundragardh

Manoranjan Sial
  • Published: Saturday, 19 October 2019
  • Updated: 19 October 2019, 10:28 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ ଲୋକେ ଡାହାଣୀ ସନ୍ଦେହ କରୁଛନ୍ତି। ଏପରିକି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଆଜି ସନ୍ଧ୍ୟାରେ ଏପରି ହୃଦୟବିଦରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଘଟିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଘୁମୁଡ଼ା ଗାଁର ଇନ୍ଦ୍ରମଣୀ ସା’ଙ୍କ ୪ ବର୍ଷର ଏକମାତ୍ର ଝିଅ ପୁନମ୍‌ ଆଜି ଅଙ୍ଗନବାଡ଼ି ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ବାପା-ମାଆ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର ତାର ପତ୍ତା ପାଇନଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ନାପା(ଛଦ୍ମନାମ) ଙ୍କ ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା।

ଆଜି ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୪ଟା ଭିତରେ ଗାଁ ଲୋକ ନାପାଙ୍କ ଘରେ ଭିତରେ ପୁନମ୍‌କୁ ଖୋଜିଥିଲେ। ମାତ୍ର ପାଇନଥିଲେ। ତେବେ ଘରୁ ବାହାରିବା ବେଳେ ଏକ କୋଣରେ ଥିବା ବକ୍ସ ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା। ସେହି ବାକ୍ସକୁ ଖୋଲିବା ବେଳେ ଭିତରେ ଚେତା ସଜ୍ଞା ହରାଇ ପଡ଼ିଥିଲା ପୁନମ୍‌। ଶରୀର ବିଭିନ୍ନ ସ୍ଥାନରେ କାମୁଡ଼ିବା ଦାଗ ରହିଥିଲା। ଡାହାଣୀଙ୍କ ପରି ତାକୁ କାମୁଡ଼ି ରକ୍ତ ଶୋଶା ଯାଇଥିବା ଗାଁ ଲୋକେ ସନ୍ଦେହ କରୁଥିଲେ।

ତେବେ ପୁନମ୍‌ଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ବାମଡ଼ା ମେଡିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ନାପାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଜେମିତି ପାରିଲା ରାତିରେ ତାକୁ ମାଡ଼ ମାରିଲା। କୌଣସି ସୂତ୍ରରୁ ପୁଲିସ ଗାଁରେ ପହଞ୍ଚି ତାକୁ ଉଦ୍ଧାର ଥାନାରେ ଅଟକ ରଖିଛି। ଏବେ ମଧ୍ୟରେ ଗାଁରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏବେ ମଧ୍ୟ ଗାଁ ଲୋକେ ମହିଳାଙ୍କୁ ଛାଡ଼ି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story