କୋରାପୁଟ ଡାକ୍ତରଖାନାରେ ଜଣେ ଶିଶୁର ମୃତ୍ୟୁ, ଜାପାନୀ ଜ୍ୱରରେ ମୃତ୍ୟୁ ସନ୍ଦେହ

କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ତିନି ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗାୟତ୍ରୀ ଦଳେଇ। ତାଙ୍କ ଘର ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ କଉଡ଼ିଆଗଡ଼ରେ। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବି ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆକ୍ରାନ୍ତ ଥିଲେ ବୋଲି ସନ୍ଦେହ କରାଯାଉଛି।

koraputdeath

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 01:59 PM IST

କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ତିନି ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାଙ୍କ ନାଁ ଗାୟତ୍ରୀ ଦଳେଇ। ତାଙ୍କ ଘର ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ କଉଡ଼ିଆଗଡ଼ରେ। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଏହା ପୂର୍ବରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବି ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆକ୍ରାନ୍ତ ଥିଲେ ବୋଲି ସନ୍ଦେହ କରାଯାଉଛି।

Related story