୬ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମା’, ଅଭିଯୋଗ ପରେ ପହଞ୍ଚିଲା ଶିଶୁ ସୁରକ୍ଷା ଟିମ୍

ସାଲେପୁର(ମନୋଜ ଆଚାର୍ଯ୍ୟ): ୬ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ। ଏଭଳି ଅଭିଯୋଗ ଜିଲା ଶିଶୁ ସୁରକ୍ଷା ହେଲ୍ପ ଲାଇନରେ ହେବା ପରେ ସିଡିପିଓଙ୍କର ଏକ ଟିମର ତଦନ୍ତ ଜାରି ରଖିଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚସରଙ୍ଗ ବଳରାମପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ଗତ ଶୁକ୍ରବାର ଦିନ ଏହି ଗାଁରେ ଭଡାରେ ରହୁଥିବା ପ୍ରତିମା ପଣ୍ଡା ତାଙ୍କ ନବଜାତ ଶିଶୁ ପୁତ୍ରକୁ କେଉଁଠି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ […]

maa

maa

Niranjan Mishra
  • Published: Wednesday, 30 November 2022
  • Updated: 30 November 2022, 04:33 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ୬ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ। ଏଭଳି ଅଭିଯୋଗ ଜିଲା ଶିଶୁ ସୁରକ୍ଷା ହେଲ୍ପ ଲାଇନରେ ହେବା ପରେ ସିଡିପିଓଙ୍କର ଏକ ଟିମର ତଦନ୍ତ ଜାରି ରଖିଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚସରଙ୍ଗ ବଳରାମପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ଗତ ଶୁକ୍ରବାର ଦିନ ଏହି ଗାଁରେ ଭଡାରେ ରହୁଥିବା ପ୍ରତିମା ପଣ୍ଡା ତାଙ୍କ ନବଜାତ ଶିଶୁ ପୁତ୍ରକୁ କେଉଁଠି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।

ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପିଲାଟି ଜନ୍ମ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ସିଡିପିଓଙ୍କ ଟିମ ଆଜି ପ୍ରତିମା ରହୁଥିବା ଘରେ ଚଢ଼ାଉ କରିଥିଲେ। ତେବେ ପିଲାକୁ ସେ ବିକ୍ରି କରିନାହାନ୍ତି, ୩ଟି ପିଲା ଥିବା ହେତୁ ତଥା ଆର୍ଥିକ ଅନାଟନ ପଡ଼ି ତାଙ୍କ ପିଲାଙ୍କୁ ପାରାଦୀପର ଜଣେ ସଂପର୍କୀୟଙ୍କୁ ଦେଇଥିବା ଶିଶୁର ମା’ ପ୍ରତିମା କହିଛନ୍ତି। ୩ଟା ପୁଅ ଓ ଗୋଟିଏ ଝିଅଙ୍କୁ ଚଳାଇବା ମୁସକିଲ ହେବାରୁ ସେ ନିଜ ଇଚ୍ଛାରେ ଏଭଳି ପଦକ୍ଷେପ ନେଇଥିବା କାନ୍ଦିକାନ୍ଦି ସ୍ୱୀକାର କରିଛନ୍ତି।

ସିଡିପିଓ ଟିମ୍ କହିଛନ୍ତି, ଶିଶୁଟି ଏବେ ମା’ କ୍ଷୀର ଖାଇବା କଥା। ତାଙ୍କୁ ନିକଟସ୍ଥ ସମ୍ପର୍କିୟଙ୍କ ଚିହ୍ନା ବ୍ୟକ୍ତିଙ୍କୁ ଦେଇବା ଆଶ୍ଚର୍ଯ୍ୟର ବିଷୟ। ଶିଶୁର ସୁରକ୍ଷା ନିମନ୍ତେ ତୁରନ୍ତ ଦେଇଥିବା ସ୍ଥାନରୁ ଶିଶୁକୁ ଆଣି ଆସିବା ନିମନ୍ତେ ସମ୍ପୃକ୍ତ ମା’କୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story