ଚିଟଫଣ୍ଡ ଠକେଇ ମାମଲା: ଏ ବି ରିଏଲଟେକ ମୁଖ୍ୟ ଗିରଫ
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଜାଲରେ ପଡିଛି ଆଉ ଏକ ଚିଟ୍ ଫଣ୍ଡ କମ୍ପାନୀ। ଭୁବନେଶ୍ୱରରେ ଥିବା ଏବି ରିଅଲଟେକର ପରିଚାଳନା ନିଦ୍ଦେର୍ଶକ ବି.କେଶବାନନ୍ଦ ପାତ୍ର ଗିରଫ ହୋଇଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ତାକୁ ବିଶାଖାପାଟଣାରୁ ଗିରଫ କରିଛି। ତାଙ୍କ ବିରୋଧରେ ଜମାକାରୀଙ୍କ ଟଙ୍କା ଦୁଇ ଗୁଣ କରିବାକୁ ପ୍ରତିଶୃତି ଦେଇ ପ୍ରାୟ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ଏଡିଜି ବି. କେ. ଶର୍ମା ଏହି ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି।