ଚିଟ୍ ଫଣ୍ଡ୍ ମାମଲା: ଦୁଇ ମାସ ମଧ୍ୟରେ ସରକାରଙ୍କୁ ଅନ୍ତରୀଣ ରିପୋର୍ଟ ଦେବେ ଜଷ୍ଟିସ୍ ଦାସ କମିଶନ୍

ଭୁବନେଶ୍ୱର: ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ଲାଗି ପ୍ରକ୍ରିୟା ଜାରି ରଖିଛନ୍ତି ଜଷ୍ଟିସ ମଦନମୋହନ ଦାସ କମିଶନ। ପ୍ରାଥମିକତା ଭିତ୍ତିରେ ପ୍ରଥମେ କ୍ଷୁଦ୍ର ଜମାକାରୀ ବା ୧୦ ହଜାର ଟଙ୍କ। ପର୍ଯ୍ୟନ୍ତ ବିନିଯୋଗ କରିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। କମିଶନଙ୍କୁ  ମିଳିଥିବା ସମସ୍ତ ୫ଲକ୍ଷ ୫୯ ହଜାର ଆବେଦନର ସ୍କାନିଂ ସରିଛି। ଏଥିରୁ  ୭୨ ହଜାର ଆବେଦନର ଡାଟା ଏଣ୍ଟ୍ରି ସରିଥିବା ବେଳେ ୨୬ ହଜାର ୯୭୬ ଆବେଦନର ତର୍ଜମା ଶେଷ ହୋଇଛି। ଏମାନଙ୍କ ମଧ୍ୟରେ […]

justicedas

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 04:16 PM IST

ଭୁବନେଶ୍ୱର: ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ଲାଗି ପ୍ରକ୍ରିୟା ଜାରି ରଖିଛନ୍ତି ଜଷ୍ଟିସ ମଦନମୋହନ ଦାସ କମିଶନ। ପ୍ରାଥମିକତା ଭିତ୍ତିରେ ପ୍ରଥମେ କ୍ଷୁଦ୍ର ଜମାକାରୀ ବା ୧୦ ହଜାର ଟଙ୍କ। ପର୍ଯ୍ୟନ୍ତ ବିନିଯୋଗ କରିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। କମିଶନଙ୍କୁ  ମିଳିଥିବା ସମସ୍ତ ୫ଲକ୍ଷ ୫୯ ହଜାର ଆବେଦନର ସ୍କାନିଂ ସରିଛି। ଏଥିରୁ  ୭୨ ହଜାର ଆବେଦନର ଡାଟା ଏଣ୍ଟ୍ରି ସରିଥିବା ବେଳେ ୨୬ ହଜାର ୯୭୬ ଆବେଦନର ତର୍ଜମା ଶେଷ ହୋଇଛି। ଏମାନଙ୍କ ମଧ୍ୟରେ ଦଶ ହଜାର ପର୍ଯ୍ୟନ୍ତ ବିନିଯୋଗ କରିଥିବା ‘ସିସୋର’ କଂପାନିର ୨ହଜାର ୫୨୨ ଜଣଙ୍କୁ ଚିହ୍ନଟ ହୋଇଛନ୍ତି। ଏବେ ଅର୍ଥତତ୍ତ୍ୱ କଂପାନିର ଜମାକାରୀ ଚିହ୍ନଟ ଚାଲିଛି। ଦୁଇମାସ ମଧ୍ୟରେ କମିଶନ ସରକାରଙ୍କୁ ଏକ ଅନ୍ତରୀଣ ରିପୋର୍ଟ ଦେବାକୁ ସମର୍ଥନ ହେବେ ବୋଲି ଜଷ୍ଟିସ ଦାସ କହିଛନ୍ତି।

Related story