କ୍ଲୋରିନ୍ ଗ୍ୟାସ ଲିକ୍ ଘଟଣା: ସରକାରଙ୍କୁ ରିପୋର୍ଟ ଦେଲେ ଜିଲ୍ଲାପାଳ

<p>କଟକ: କଟକ ଏସ୍&zwnj;ସିବିରେ କ୍ଲୋରିନ୍ ଗ୍ୟାସ ଲିକ୍ ଘଟଣାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ।&nbsp; ଗ୍ୟାସ ଲିକ୍ ରିପୋର୍ଟ ପ୍ରଦାନ ପରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଛନ୍ତି,&ldquo;ଅଘଟଣକୁ କିଭଳି ଏଡ଼ାଯାଇ ପାରିବ ରିପୋର୍ଟରେ ପରାମର୍ଶ ଦିଆଯାଇଛି।&nbsp; ଗ୍ୟାସ୍ ଲିକରେ ସଂପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ ମଧ୍ୟ କରାଯାଇଛି।&rdquo;</p> <p>ଏହି ଘଟଣାରେ ଏଡିଏମ ରଘୁରାମ ଆୟାରଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ୍ ତଦନ୍ତ କରୁଥିଲେ। ଏସସିବି ପରିସରରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସରୁ କ୍ଲୋରିନ ଗ୍ୟାସ ନିର୍ଗତ ହୋଇ କିଛି ଦିନ ତଳେ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ।</p>

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 02:18 PM IST

Sports

Latest News

<p>କଟକ: କଟକ ଏସ୍&zwnj;ସିବିରେ କ୍ଲୋରିନ୍ ଗ୍ୟାସ ଲିକ୍ ଘଟଣାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ।&nbsp; ଗ୍ୟାସ ଲିକ୍ ରିପୋର୍ଟ ପ୍ରଦାନ ପରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଛନ୍ତି,&ldquo;ଅଘଟଣକୁ କିଭଳି ଏଡ଼ାଯାଇ ପାରିବ ରିପୋର୍ଟରେ ପରାମର୍ଶ ଦିଆଯାଇଛି।&nbsp; ଗ୍ୟାସ୍ ଲିକରେ ସଂପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ ମଧ୍ୟ କରାଯାଇଛି।&rdquo;</p><p>ଏହି ଘଟଣାରେ ଏଡିଏମ ରଘୁରାମ ଆୟାରଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ୍ ତଦନ୍ତ କରୁଥିଲେ। ଏସସିବି ପରିସରରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସରୁ କ୍ଲୋରିନ ଗ୍ୟାସ ନିର୍ଗତ ହୋଇ କିଛି ଦିନ ତଳେ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos