‘କପି କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ବେଳେ କପି କରିଥିବା ସମସ୍ତ ଛାତ୍ରାଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟରନୁଷ୍ଠାନ ନିଆଯିବ। ଘଟଣା ସମ୍ପର୍କରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ। ଗତକାଲି କଲେଜର ୬୮ ଜଣ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷକ ତଥା କଲେଜ କର୍ତ୍ତୃପକ୍ଷଙ୍କୁ ଅମାନ୍ୟ କରି ସିସିଟିଭି ରୁମ୍ ଛାଡ଼ି ଜୋର ଜବରଦସ୍ତ ବାରଣ୍ଡାରେ ବସି ପରୀକ୍ଷା […]

chse-to-take-strict-action-against-students-resorting-to-mass-malpractice-in-deogarh-college

Manoranjan Sial
  • Published: Wednesday, 13 March 2019
  • Updated: 13 March 2019, 11:03 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ବେଳେ କପି କରିଥିବା ସମସ୍ତ ଛାତ୍ରାଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟରନୁଷ୍ଠାନ ନିଆଯିବ। ଘଟଣା ସମ୍ପର୍କରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ।

ଗତକାଲି କଲେଜର ୬୮ ଜଣ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷକ ତଥା କଲେଜ କର୍ତ୍ତୃପକ୍ଷଙ୍କୁ ଅମାନ୍ୟ କରି ସିସିଟିଭି ରୁମ୍ ଛାଡ଼ି ଜୋର ଜବରଦସ୍ତ ବାରଣ୍ଡାରେ ବସି ପରୀକ୍ଷା ଦେଇଥିଲେ। ଏ ନେଇ କଲେଜ ଅଧ୍ୟକ୍ଷା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚି ସମସ୍ତ ପରୀକ୍ଷାର୍ଥୀଙ୍କଠାରୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ଜବତ କରିଥିଲେ।

ଏପଟେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୬୮ ଛାତ୍ରଛାତ୍ରୀଙ୍କୁ ମାଲ୍‌ ପ୍ରାକ୍ଟିସ୍‌ କରାଯାଇଥିବା ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ କହିଛନ୍ତି।

ସେପଟେ ଆଗକୁ ଯେପରି କଲେଜରେ ଏଭଳି ବିଶୃଙ୍ଖଳା ନହେବ ସେନେଇ ମଧ୍ୟ ପଦକ୍ଷେପ ନିଆଯାଇଥିବା କଲେଜ୍ ଅଧ୍ୟକ୍ଷା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story