ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ସିଗାରେଟ୍‌ ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରୁ ୪ ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ୍‌  ଜବତ କରାଯାଇଛି, ଯାହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। କୁଆଲାଲମ୍ପୁରରୁ ଭାୟା କୋଲକାତା ହୋଇ ଭୁବନେଶ୍ୱରକୁ  ଚୋରାଚାଲାଣ ହେଉଥିଲା ଏହି ସିଗାରେଟ୍। ଘଟଣାରେ କୋଲକାତାର ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ମହଙ୍ଗା ସିଗାରେଟ୍‌ ପହଞ୍ଚିଥିବା ସଂକ୍ରାନ୍ତରେ ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ(DRI) ବିଶେଷ ସୂତ୍ରରୁ ଖବର ପାଇ ଏହାକୁ ଜବତ କରିଛି। ଗତ କିଛି ବର୍ଷ […]

cigarate-1

cigarate-1

Niharika Rout
  • Published: Tuesday, 15 October 2019
  • Updated: 15 October 2019, 03:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରୁ ୪ ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ୍‌  ଜବତ କରାଯାଇଛି, ଯାହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। କୁଆଲାଲମ୍ପୁରରୁ ଭାୟା କୋଲକାତା ହୋଇ ଭୁବନେଶ୍ୱରକୁ  ଚୋରାଚାଲାଣ ହେଉଥିଲା ଏହି ସିଗାରେଟ୍। ଘଟଣାରେ କୋଲକାତାର ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱର ବିମାନ ବନ୍ଦରରେ ମହଙ୍ଗା ସିଗାରେଟ୍‌ ପହଞ୍ଚିଥିବା ସଂକ୍ରାନ୍ତରେ ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ(DRI) ବିଶେଷ ସୂତ୍ରରୁ ଖବର ପାଇ ଏହାକୁ ଜବତ କରିଛି। ଗତ କିଛି ବର୍ଷ ଧରି ଭୁବନେଶ୍ୱର ବିମାନ ବନ୍ଦର ସ୍ମଗଲର୍‌ଙ୍କ ପାଇଁ ସ୍ୱର୍ଗ ପାଲଟିଛି। ସୁନା ପରେ ସିଗାରେଟ୍ ଚୋରା ଚାଲାଣ ପାଇଁ ଭୁବନେଶ୍ୱର ବିମାନ ବନ୍ଦର ଏବେ ଗଳା ବାଟ ପାଲଟିଛି। ଏତେ ଦାମୀ ସିଗାରେଟ୍ ରାଜଧାନୀ ଭୁବନେଶ୍ୱରକୁ କାହିଁକି ଆସୁଥିଲା, ତାହା ଏବେ  ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପ୍ରଥମ ଘଟଣା ନା ଏପରି ପୂର୍ବରୁ ବି ହୋଇଛି, ସେ ସମ୍ପର୍କରେ ବି ଖୋଳତାଡ଼ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story