ସିଭିଲ୍ ସର୍ଭିସ ପରୀକ୍ଷାରେ କୃତୀ ଓଡ଼ିଆ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୧୪ ମସିହା ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଶାରୁ କୃତକାର୍ଯ୍ୟ ହୋଇଥିବା ୧୫ଜଣ ଓଡିଆଙ୍କୁ ଗତକାଲି ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସଫଳ ପ୍ରାର୍ଥୀମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ ଏହିପରି ସମ୍ୱର୍ଦ୍ଧନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି। ରାଜ୍ୟରେ ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁବଶୀଘ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ତାସହ ମେନ୍ ଏକଜାମ୍ କ୍ୱାଲିଫ।ଏ […]

vlcsnap-2015-08-07-08h25m10s438 - Copy (2)

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 03:07 AM IST

ଭୁବନେଶ୍ୱର: ୨୦୧୪ ମସିହା ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଶାରୁ କୃତକାର୍ଯ୍ୟ ହୋଇଥିବା ୧୫ଜଣ ଓଡିଆଙ୍କୁ ଗତକାଲି ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସଫଳ ପ୍ରାର୍ଥୀମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ ଏହିପରି ସମ୍ୱର୍ଦ୍ଧନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି। ରାଜ୍ୟରେ ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁବଶୀଘ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ତାସହ ମେନ୍ ଏକଜାମ୍ କ୍ୱାଲିଫ।ଏ କରିଥିବା ଛାତ୍ରଛାତ୍ରୀଙ୍କୁ କୋଚିଂ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

Related story