କାଠ କୋଇଲା ବାନ୍ତି କରୁଛନ୍ତି ୫ମ ଶ୍ରେଣୀ ଛାତ୍ରୀ ! ବିଶ୍ୱାସ କରୁନାହାନ୍ତି ଡାକ୍ତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ପଂଚମ ଶ୍ରେଣୀର ଛାତ୍ରୀଙ୍କ ପାଟିରୁ ବାହାରୁଛି କାଠ କୋଇଲା।ଏଭଳି  ଅବିଶ୍ୱସନୀୟ ଖବର ଆସିଛି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଳକ ବୁଢିବାହାଲ ଗାଁରୁ। ଚୁଡାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା ପୁଟେଲ ଗତ ଦୁଇ ବର୍ଷ ହେଲା କାଠ କୋଇଲା ବାନ୍ତି କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଗତକାଲି ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ବୁଢିବାହାଲ ଗାଁର ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ ସସ୍ମିତା। ସେଠାରେ ସସ୍ମିତା କାଠ କୋଇଲା ବାନ୍ତି କରୁଥିବା ବାପା, ମା’ କହିବା […]

vomiting-1

vomiting-1

Tapas Behera
  • Published: Wednesday, 24 July 2019
  • Updated: 24 July 2019, 05:51 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ପଂଚମ ଶ୍ରେଣୀର ଛାତ୍ରୀଙ୍କ ପାଟିରୁ ବାହାରୁଛି କାଠ କୋଇଲା।ଏଭଳି  ଅବିଶ୍ୱସନୀୟ ଖବର ଆସିଛି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଳକ ବୁଢିବାହାଲ ଗାଁରୁ।

ଚୁଡାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା ପୁଟେଲ ଗତ ଦୁଇ ବର୍ଷ ହେଲା କାଠ କୋଇଲା ବାନ୍ତି କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଗତକାଲି ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ବୁଢିବାହାଲ ଗାଁର ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ ସସ୍ମିତା। ସେଠାରେ ସସ୍ମିତା କାଠ କୋଇଲା ବାନ୍ତି କରୁଥିବା ବାପା, ମା’ କହିବା ପରେ ସସ୍ମିତାଙ୍କୁ ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା।

ହେଲେ ହସ୍‌ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଏହା ଦେଖିବା ପରେ ବିଶ୍ୱାସ ନକରି ଫେରାଇ ଦେଇଥିଲେ। ତେବେ ଫେରୁଥିବା ସମୟରେ ଆୟୁଷ ଡାକ୍ତରଙ୍କ ଉପସ୍ଥିତିରେ ସସ୍ମିତା କାଠ କୋଇଲା ବାନ୍ତି କରିଥିଲେ।

ଏହି ଦେଖି ମୋବାଇଲରେ ରେକର୍ଡ କରିଥିଲେ ଡାକ୍ତର। ତା ପରେ ଆୟୁଷ ଡାକ୍ତର ଛାତ୍ରୀଙ୍କୁ ସିଡିଏମ୍ଓଙ୍କ ନିକଟରେ ହାଜର କରାଇଥିଲେ। ପରେ ବଲାଙ୍ଗିର ସି.ଡି.ଏମ୍ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଇବା ସହିତ ଝିଅର  ଚିକିତ୍ସା କରାଇ ପ୍ରକୃତ କାରଣ ଜଣାଇବା ପାଇଁ  ନିର୍ଦେଶ ଦେଇଛନ୍ତି।

ସେପଟେ ସି.ଡି.ଏମ୍ଓ ଝିଅଟି କୋଇଲା ଖାଇ ବାନ୍ତି କରୁଥିବା ସନ୍ଦେହ କରୁଥିବା ବେଳେ, ଝିଅ ଏବଂ ତାଙ୍କ ମା, ଝିଅ କୋଇଲା ଖାଉ ନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story