ପୁଣି ଲଜ୍ଜା: ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର):କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଅନ୍ତେବାସିନୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି  ! ସରକାରୀ ବାଳିକା  ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଗର୍ବବତୀ ହେବା ଜଣାପଡିବା ପରେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଅଭିଯୋଗ ଆଧାରରେ ବାଲିଗୁଡା ପୁଲିସ  ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବକଙ୍କୁ ଅଟକ ରଖି ଅଧିକ ପଚାର ଉଚୁରା କରୁଛି।  ପୁଲିସ ଏହି ଘଟଣାରେ ତଦନ୍ତ […]

578

Tapas Behera
  • Published: Monday, 23 September 2019
  • , Updated: 23 September 2019, 03:54 PM IST

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର):କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଅନ୍ତେବାସିନୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି  ! ସରକାରୀ ବାଳିକା  ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଗର୍ବବତୀ ହେବା ଜଣାପଡିବା ପରେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଅଭିଯୋଗ ଆଧାରରେ ବାଲିଗୁଡା ପୁଲିସ  ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବକଙ୍କୁ ଅଟକ ରଖି ଅଧିକ ପଚାର ଉଚୁରା କରୁଛି।  ପୁଲିସ ଏହି ଘଟଣାରେ ତଦନ୍ତ କରୁଛି। ଗତ କିଛି ମାସ ମଧ୍ୟରେ ନାବାଳିକା ଗର୍ଭବତୀ ହେବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଖବର ଆସୁଛି। କେଉଁଠି ଷଷ୍ଠ ଶ୍ରେଣୀ ଛାତ୍ରୀ ତ କେଉଁଠି ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି।

Related story