କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ-୯୧ ସଂଶୋଧନକୁ କ୍ୟାବିନେଟ ମୋହର: ବିପିଏଲଙ୍କୁ ମିଳିବ ମାଗଣା ସୁବିଧା

ଭୁବନେଶ୍ୱର: କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ-୯୧ର ସଂଶୋଧନକୁ କ୍ୟାବିନେଟ ମୋହର ଲାଗିଛି। ଆଇନ ଅନୁସାରେ କ୍ଲିନିକଗୁଡ଼ିକର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହାର ବୈଧତା ୨ବର୍ଷରୁ ୫ବର୍ଷକୁ ବଢ଼ାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ସୂଚନା ଦେଇଛନ୍ତି। ନୂଆ ନୀୟମ ଅନୁସାରେ କ୍ଲିନିକଗୁଡ଼ିକରେ ଫ।ୟାର୍ ସେଫ୍ଟି ଓ ଜରୁରୀ କାଳୀନ ଚକିତ୍ସା ପାଇଁ ଭିତ୍ତିଭୂମି ରହିବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଜାଗାରେ କ୍ଲିନକ୍ ଥିଲେ ମେଡିକାଲ କର୍ତ୍ତୃପକ୍ଷ ବିପିଏଲ୍ ବର୍ଗର ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ […]

ahuja

ahuja

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 11:21 AM IST

Sports

Latest News

ଭୁବନେଶ୍ୱର: କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ-୯୧ର ସଂଶୋଧନକୁ କ୍ୟାବିନେଟ ମୋହର ଲାଗିଛି। ଆଇନ ଅନୁସାରେ କ୍ଲିନିକଗୁଡ଼ିକର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହାର ବୈଧତା ୨ବର୍ଷରୁ ୫ବର୍ଷକୁ ବଢ଼ାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ସୂଚନା ଦେଇଛନ୍ତି। ନୂଆ ନୀୟମ ଅନୁସାରେ କ୍ଲିନିକଗୁଡ଼ିକରେ ଫ।ୟାର୍ ସେଫ୍ଟି ଓ ଜରୁରୀ କାଳୀନ ଚକିତ୍ସା ପାଇଁ ଭିତ୍ତିଭୂମି ରହିବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଜାଗାରେ କ୍ଲିନକ୍ ଥିଲେ ମେଡିକାଲ କର୍ତ୍ତୃପକ୍ଷ ବିପିଏଲ୍ ବର୍ଗର ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବେ। ଏଥିପାଇଁ କ୍ଲିନିକ କର୍ତ୍ତୃପକ୍ଷ ୨ଟି ରେଜିଷ୍ଟର ରଖିବା ବାଧ୍ୟତାମୂଳକ କରାଯାଇଛି। ଏସବୁ ନିୟମ କେବଳ ୪ରୁ କମ୍ ବେଡ୍ ଥିବା କ୍ଲିନିକ କ୍ଷେତ୍ରରେ ଲାଗୁ ହେବ। ଏହି ଆଇନ ଉଲ୍ଲଂଘନ ପାଇଁ କ୍ଲିନିକଗୁଡ଼ିକୁ ୫ଲକ୍ଷ ଟଙ୍କ। ପର୍ଯ୍ୟନ୍ତ ଜରିମାନା କିମ୍ୱା ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story