ମଞ୍ଚେଶ୍ୱରରେ ଉଦଘାଟନ ହେଲା କ୍ଲକ ଟାୱାର

<p>ଭୁବନେଶ୍ୱର: ମଞ୍ଚେଶ୍ୱରଠାରେ ଉଦଘାଟିତ ହୋଇଛି ବିଦେଶୀ ଢାଞ୍ଚାରେ କ୍ଲକ ଟାଓ୍ୱାର। ଉଚ୍ଚ ଟାଓ୍ୱାରରେ ରୋମାନ ଘଡି ସାଧାରଣ ଭାବେ ସହରର ସୌନ୍ଦର୍ଯ୍ୟ ବଢାଇଥାଏ। ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦଘାଟନ କରିଛନ୍ତି।</p> <p>ଭୁବନେଶ୍ୱରର ଲାୟନ୍ସ କ୍ଲବ ଓ ମାଗନମ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏହି ଲାଣ୍ଡମାର୍କ&nbsp; ଘଣ୍ଟା ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ଲାୟନ୍ସ କ୍ଲବର ଜିଲ୍ଲା ଗଭର୍ଣ୍ଣର ଗୀତାରାଣୀ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ଏଲ୍.ଏନ୍ ଗୁପ୍ତା, ଇଡ଼କୋ ଅଧ୍ୟକ୍ଷ ସଞ୍ଜୟ ସିଂ, ଶିଳ୍ପପତି ରମେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।</p>

Ordigital Desk
  • Published: Sunday, 24 September 2017
  • Updated: 24 September 2017, 07:59 PM IST
<p>ଭୁବନେଶ୍ୱର: ମଞ୍ଚେଶ୍ୱରଠାରେ ଉଦଘାଟିତ ହୋଇଛି ବିଦେଶୀ ଢାଞ୍ଚାରେ କ୍ଲକ ଟାଓ୍ୱାର। ଉଚ୍ଚ ଟାଓ୍ୱାରରେ ରୋମାନ ଘଡି ସାଧାରଣ ଭାବେ ସହରର ସୌନ୍ଦର୍ଯ୍ୟ ବଢାଇଥାଏ। ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦଘାଟନ କରିଛନ୍ତି।</p><p>ଭୁବନେଶ୍ୱରର ଲାୟନ୍ସ କ୍ଲବ ଓ ମାଗନମ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏହି ଲାଣ୍ଡମାର୍କ&nbsp; ଘଣ୍ଟା ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ଲାୟନ୍ସ କ୍ଲବର ଜିଲ୍ଲା ଗଭର୍ଣ୍ଣର ଗୀତାରାଣୀ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ଏଲ୍.ଏନ୍ ଗୁପ୍ତା, ଇଡ଼କୋ ଅଧ୍ୟକ୍ଷ ସଞ୍ଜୟ ସିଂ, ଶିଳ୍ପପତି ରମେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos