ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ନେଇ ଅନୁଷ୍ଠିତ ହେବ ‘ଓଡ଼ିଶା ଦକ୍ଷତା ୨୦୧୮’

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ଓ ୩୦ ଦୁଇଦିନ ଧରି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ &lsquo;ଓଡ଼ିଶା ଦକ୍ଷତା ୨୦୧୮&rsquo; ପ୍ରତିଯୋଗିତା। ଏହା ପୂର୍ବରୁ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦକ୍ଷତା ୨୦୧୮ର ଲୋଗୋ ଉନ୍ମୋଚନ କରିଛନ୍ତି। ଏଥିରେ ୬ଟି କ୍ଷେତ୍ରର ଏବଂ ୨୫ଟି ଟ୍ରେଡରେ ରାଜ୍ୟର ପ୍ରାୟ ୫ହଜାର ୯ଶହ ୫ ବୈଷୟିକ ଶିକ୍ଷା ଓ ତାଲିମ ବର୍ଗର ଛାତ୍ରଛାତ୍ରୀ ଓ ଯୁବ ଶିଳ୍ପୋଦ୍ୟୋଗୀ ଭାଗ ନେବେ। ଏହାସହ ଭୁବନେଶ୍ୱର ସ୍କିଲ୍ଡ ମ୍ୟାପକୁ ମଧ୍ୟ ଲୋକାର୍ପିତ କରାଯାଇଛି।</p>

Ordigital Desk
  • Published: Friday, 20 April 2018
  • Updated: 20 April 2018, 08:55 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ଓ ୩୦ ଦୁଇଦିନ ଧରି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ &lsquo;ଓଡ଼ିଶା ଦକ୍ଷତା ୨୦୧୮&rsquo; ପ୍ରତିଯୋଗିତା। ଏହା ପୂର୍ବରୁ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦକ୍ଷତା ୨୦୧୮ର ଲୋଗୋ ଉନ୍ମୋଚନ କରିଛନ୍ତି। ଏଥିରେ ୬ଟି କ୍ଷେତ୍ରର ଏବଂ ୨୫ଟି ଟ୍ରେଡରେ ରାଜ୍ୟର ପ୍ରାୟ ୫ହଜାର ୯ଶହ ୫ ବୈଷୟିକ ଶିକ୍ଷା ଓ ତାଲିମ ବର୍ଗର ଛାତ୍ରଛାତ୍ରୀ ଓ ଯୁବ ଶିଳ୍ପୋଦ୍ୟୋଗୀ ଭାଗ ନେବେ। ଏହାସହ ଭୁବନେଶ୍ୱର ସ୍କିଲ୍ଡ ମ୍ୟାପକୁ ମଧ୍ୟ ଲୋକାର୍ପିତ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos