‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର’ର ଶିଳାନ୍ୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ପ୍ରତିଷ୍ଠା ହେବ ‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’। ଆଜି ଏହି ହସ୍ପିଟାଲ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନ୍‌ସର ହସ୍ପିଟାଲ୍ ନିର୍ମାଣ ହେବ। ମୁମ୍ବାଇର ଟାଟା ମେମୋରିଅଲ୍‌ ହସ୍ପିଟାଲ୍‌ ଢାଞ୍ଚାରେ ଏହାର ନିର୍ମାଣ ହେବ। ଉଦ୍‌ଘାଟନୀ ଉତ୍ସବରେ ଟଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଉପସ୍ଥିତ ରହିଥିଲେ। ବାରଙ୍ଗ ରତାଗଡ଼ ନୂଆସାହିଠାରେ ଏଥିପାଇଁ ରାଜ୍ୟ ସରକାର ମାଗଣାରେ […]

tata1

tata1

Manoranjan Sial
  • Published: Sunday, 17 February 2019
  • Updated: 17 February 2019, 11:42 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ପ୍ରତିଷ୍ଠା ହେବ ‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’। ଆଜି ଏହି ହସ୍ପିଟାଲ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନ୍‌ସର ହସ୍ପିଟାଲ୍ ନିର୍ମାଣ ହେବ। ମୁମ୍ବାଇର ଟାଟା ମେମୋରିଅଲ୍‌ ହସ୍ପିଟାଲ୍‌ ଢାଞ୍ଚାରେ ଏହାର ନିର୍ମାଣ ହେବ। ଉଦ୍‌ଘାଟନୀ ଉତ୍ସବରେ ଟଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଉପସ୍ଥିତ ରହିଥିଲେ।

ବାରଙ୍ଗ ରତାଗଡ଼ ନୂଆସାହିଠାରେ ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୨୫ ଏକର ଜମି ଯୋଗାଇ ଦେଇଛନ୍ତି। ହସ୍ପିଟାଲର ପରିଚାଳନା ଦାୟିତ୍ୱ ଟାଟା ଟ୍ରଷ୍ଟ ପାଖରେ ରହିବ। ହସ୍ପିଟାଲରେ ୫୦୦ ବେଡ୍‌ ରହିବ। ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍‌ ଥେରାପି ଓ କେମୋ ଥେରାପି ଭଳି ସବୁ ସବୁଧା ଏଠାରେ ଉପଲବ୍ଧ ହେବ। ଏହା ପୂରା ପୂର୍ବ ଭାରତରେ କ୍ୟାନସର ଚିକିତ୍ସାର ପେଣ୍ଠସ୍ଥଳୀ ପାଲଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story