ବାଲେଶ୍ୱର, ତିର୍ତ୍ତୋଲ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପାଇଁ ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ସେ ପ୍ରଚାର କରିବେ। ଠିକ୍‌ ସେମିତି ଆସନ୍ତା ୨୯ତାରିଖରେ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ନବୀନ। ସ୍ୱରୂପଙ୍କ ପାଇଁ ନବୀନ ଅପରାହ୍ନ ୪.୩୦ରୁ ୫ଟା ଯାଏଁ ଭର୍ଚୁଆଲ ପ୍ରଚାର କରିବେ। ନଭେମ୍ୱର ୩ […]

naveen

naveen

Manoranjan Sial
  • Published: Tuesday, 27 October 2020
  • Updated: 27 October 2020, 02:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପାଇଁ ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ସେ ପ୍ରଚାର କରିବେ। ଠିକ୍‌ ସେମିତି ଆସନ୍ତା ୨୯ତାରିଖରେ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ନବୀନ। ସ୍ୱରୂପଙ୍କ ପାଇଁ ନବୀନ ଅପରାହ୍ନ ୪.୩୦ରୁ ୫ଟା ଯାଏଁ ଭର୍ଚୁଆଲ ପ୍ରଚାର କରିବେ।

ନଭେମ୍ୱର ୩ ତାରିଖରେ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ହେବ ଉପନିର୍ବାଚନ। ସେଥିପାଇଁ ଦୁଇ ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଛି। ରାଜ୍ୟର ତିନି ରାଜନୈତିକ ଦଳର ଷ୍ଟାର କ୍ୟାମ୍ପେନର ପ୍ରଚାର କରୁଛନ୍ତି। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ କି ନାହିଁ ଜଣାପଡ଼ୁନଥିଲା। ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ମୁଖ୍ୟମନ୍ତ୍ରୀ ଦୁଇ ନିର୍ବାଚନମଣ୍ଡଳୀକୁ ନଯାଇ ଭର୍ଚୁଆଲ୍‌ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story