କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ହେବ  ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନବଭାରତ ପାୱାର୍ ପ୍ରାଇଭେଟ୍ ଲିମିଟେଡକୁ ଓଡ଼ିଶାର ରାମପିଆ କୋଲ୍ ବ୍ଲକ୍ ଆବଣ୍ଟନ ଅନିୟମିତତା ମାମଲାରେ କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିପାଇଁ ସିବିଆଇକୁ ଅନୁମତି ଦେଇଛି କେନ୍ଦ୍ର ସରକାରଙ୍କ ପର୍ସନାଲ୍ ଓ ତାଲିମ୍ ବିଭାଗ। ନବଭାରତ ପାୱାର୍ ଏବଂ କମଲ୍ ସ୍ପଞ୍ଜ ଷ୍ଟିଲ୍ ଆଣ୍ଡ ପାୱାରକୁ ଦୁଇଟି କୋଇଲା ବ୍ଲକ୍ ଆବଣ୍ଟନ ଅନିୟମିତତାରେ ଏ ଦୁଇ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

coal odisha

coal odisha

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 03:44 PM IST

Sports

Latest News

ଭୁବନେଶ୍ୱର: ନବଭାରତ ପାୱାର୍ ପ୍ରାଇଭେଟ୍ ଲିମିଟେଡକୁ ଓଡ଼ିଶାର ରାମପିଆ କୋଲ୍ ବ୍ଲକ୍ ଆବଣ୍ଟନ ଅନିୟମିତତା ମାମଲାରେ କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିପାଇଁ ସିବିଆଇକୁ ଅନୁମତି ଦେଇଛି କେନ୍ଦ୍ର ସରକାରଙ୍କ ପର୍ସନାଲ୍ ଓ ତାଲିମ୍ ବିଭାଗ। ନବଭାରତ ପାୱାର୍ ଏବଂ କମଲ୍ ସ୍ପଞ୍ଜ ଷ୍ଟିଲ୍ ଆଣ୍ଡ ପାୱାରକୁ ଦୁଇଟି କୋଇଲା ବ୍ଲକ୍ ଆବଣ୍ଟନ ଅନିୟମିତତାରେ ଏ ଦୁଇ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।coal odishaଏହାକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶାର ରାମପିଆ କୋଲବ୍ଲକ। ନବଭାରତ ପାୱାର ପ୍ରାଇଭେଟ ଲିମିଟେଡ ବା ଏନପିପିଏଲ୍ କୁ ଏଇ କୋଲବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ କୋଇଲା ମନ୍ତ୍ରଣାଳୟର ତତକାଳୀନ ଯୁଗ୍ମ ସଚିବ କେ. ଏସ୍. କ୍ରୋଫ ଏବଂ ମନ୍ତ୍ରଣାଳୟର କୋଇଲା ଆବଣ୍ଟନ-ୱାନ୍ ସେକସନର ତତ୍କାଳୀନ ନିଦ୍ଦେର୍ଶକ କେ.ସି. ସାମରିଆଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଦୁର୍ନୀତି ନିରୋଧୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଲାଗି ପର୍ସନାଲ୍ ଓ ତାଲିମ୍ ବିଭାଗ ଅନୁମତି ଦେଇଥିବା ସିବିଆଇ ପକ୍ଷରୁ  ସ୍ୱତନ୍ତ୍ର ଅଦାଲତଙ୍କୁ ଅବଗତ କରାଯାଇଛି। ଏହି ମାମଲାର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡିଥିଲା ଯେ, କୋଇଲା ମନ୍ତ୍ରଣାଳୟର ଅଧିକାରୀ ଏବଂ ସ୍କ୍ରିନିଂ କମିଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ନ ରଖି ଏନପିପିଏଲକୁ କୋଇଲା ବ୍ଲକ ମଞ୍ଜୁରୀ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ମାମଲାରେ ଭୁଲ ତଥ୍ୟ ଦେଇଥିବା ଯୋଗୁଁ ଏନପିପିଏଲ୍ ଓ ଏହାର ଅଧିକାରୀଙ୍କ ବିରୋଧରେ ଆଇପିସିର ୪୨୦ ସହିତ ଧାରା ୧୨୦-ବିରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏଇ ଘଟଣାରେ ଗତବର୍ଷ ମାର୍ଚ୍ଚ ୧୦ରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ଚାର୍ଜସିଟ୍ରେ ଦର୍ଶାଯାଇଥିଲା ଓଡ଼ିଶାରେ ୨୨୫୦ ମେଗାୱାଟରେ ପାୱାରପ୍ଲାଣ୍ଟ ବସାଇବା ପାଇଁ ନବଭାରତକୁ ଓଡ଼ିଶାର ରାମପିଆ ଓ ଡିପ୍ ସାଇଡ୍ ଅଫ୍ ରାମପିଆ କୋଲବ୍ଲକ୍ ଆବଣ୍ଟନ ହୋଇଥିଲା। କଂପାନି ନିଜର ପୁଞ୍ଜି ୨ହଜାର କୋଟି ଟଙ୍କା ଦର୍ଶାଇ ହାତେଇଥିଲା ଏ ଦୁଇ କୋଲବ୍ଲକ୍। ସିବିଆଇ ଦର୍ଶାଇଛି କୋଲବ୍ଲକ୍ ପାଇବା ପରେ କଂପାନିର ଅଂଶଧନକୁ ଏହାର ପ୍ରମୋଟର୍ ୨୦୧୦ରେ ଏସାର୍ ପାୱାରକୁ ବିକ୍ରି କରିଦେଇଥିଲେ। ଏଥିରୁ କଂପାନି ୨୦୦ କୋଟି ଟଙ୍କା ଲାଭ କରିଥିଲା।  ୨୦୧୨ ସେପ୍ଟେମ୍ୱର ୩ରେ ନବଭାରତ ବିରୋଧରେ ସିବିଆଇ ଏଫଆଇଆର୍ ଦେଇଥିଲା। ଏଫଆଇଆରରେ କୋଇଲା ମନ୍ତ୍ରାଳୟର କିଛି କର୍ମଚାରୀଙ୍କ ନାଁ ଥିଲା। ସମସ୍ତ କାଗଜପତ୍ର ଠିକ୍ ଭାବେ ଯାଞ୍ଚ ନକରିବା ଫଳରେ କଂପାନି କୋଲବ୍ଲକ୍ ପାଇଥିବା ଅଭିଯୋଗ ଏମାନଙ୍କ ବିରୋଧରେ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story