ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ ଓ କମିଶନର

ରାଉରକେଲା (ପବନ ତିୱାରୀ): ରାଉରକେଲାରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ସେ ଆଜି ରାଉରକେଲା ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ତାଙ୍କ ସହ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ମଧ୍ୟ ପ୍ରକଳ୍ପ ଅଞ୍ଚଳ ତଦାରଖ କରିଛନ୍ତି। ଏହି ସମୟରେ ଉଭୟ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପ୍ରଥମେ ତରକେରାଠାରେ ନିର୍ମାଣ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର […]

rkl

rkl

Manoranjan Sial
  • Published: Saturday, 27 June 2020
  • Updated: 27 June 2020, 04:39 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ରାଉରକେଲାରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ସେ ଆଜି ରାଉରକେଲା ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ତାଙ୍କ ସହ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ମଧ୍ୟ ପ୍ରକଳ୍ପ ଅଞ୍ଚଳ ତଦାରଖ କରିଛନ୍ତି। ଏହି ସମୟରେ ଉଭୟ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପ୍ରଥମେ ତରକେରାଠାରେ ନିର୍ମାଣ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ପ୍ରକଳ୍ପ ଦେଖିବାକୁ ଯାଇଥିଲେ। ସେଠାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାର୍ଯ୍ୟ କିଭଳି ଚାଲିଛି, ତାହାର ସମୀକ୍ଷା କରିଛନ୍ତି। ପ୍ରକଳ୍ପକୁ ଯିବା ପାଇଁ ଆବଶ୍ୟକ ରାସ୍ତା ନିର୍ମାଣ ଲାଗି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ତା’ପରେ ଉଭୟେ ସିଭିଲ୍‌ ଟାଉନସିପ୍‌ ମୁଖ୍ୟ ଡ୍ରେନ, ଛେଣ୍ଡ କଳିଙ୍ଗ ବିହାର ମୁଖ୍ୟ ଡ୍ରେନ, ସେଣ୍ଟ୍ରାଲ ପାର୍କ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆବଶ୍ୟକ ଉନ୍ନତୀକରଣ, ହାଉସିଂ ପ୍ରକଳ୍ପ, ସ୍ୱେରେଜ ପ୍ରକଳ୍ପ ଅଧୀନରେ ଚାଲିଥିବା ପାଇପ୍‌ ବିଛା କାର୍ଯ୍ୟ ଆଦି ବୁଲି ଦେଖି ତାହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରକଳ୍ପ ସ୍ଥାନରେ ଉଭୟ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story