କଲେଜରେ ଫୁଟିଲା ବୋମା, ନିର୍ବାଚନ ବାତିଲ କଲେ କର୍ତ୍ତୃପକ୍ଷ

ନୀଳଗିରି (ବିଶ୍ୱନାଥ ଦାସ): ଅକ୍ଟୋବର ୧୧ ତାରିଖରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏହା ପୂର୍ବରୁ କଲେଜ କ୍ୟାମ୍ପସ୍‌ ଅଶାନ୍ତ ହେଉଛି। ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ବୋମା ମାଡ଼ ହୋଇଛି। ତେଣୁ କଲେଜରେ ସାଇନ୍‌ ଏ ଡାଏ ଘୋଷଣା କରାଯାଇଛି। ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ ଅଧ୍ୟକ୍ଷ। ପୂରା ଘଟଣା ଏମିତି। ସବୁ ଦିନ ପରି ଆଜି ମଧ୍ୟ କ୍ଲାସ୍‌ ଚାଲିଥିଲା। ଗହଳିଚହଳିରେ ପୂରି ଉଠିଥିଲା କଲେଜ କ୍ୟାମ୍ପସ। କ୍ଲାସ୍‌ […]

college-election-cancelled-after-bombs

college-election-cancelled-after-bombs

Manoranjan Sial
  • Published: Monday, 01 October 2018
  • Updated: 01 October 2018, 04:44 PM IST

Sports

Latest News

ନୀଳଗିରି (ବିଶ୍ୱନାଥ ଦାସ): ଅକ୍ଟୋବର ୧୧ ତାରିଖରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏହା ପୂର୍ବରୁ କଲେଜ କ୍ୟାମ୍ପସ୍‌ ଅଶାନ୍ତ ହେଉଛି। ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ବୋମା ମାଡ଼ ହୋଇଛି। ତେଣୁ କଲେଜରେ ସାଇନ୍‌ ଏ ଡାଏ ଘୋଷଣା କରାଯାଇଛି। ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ ଅଧ୍ୟକ୍ଷ।

ପୂରା ଘଟଣା ଏମିତି। ସବୁ ଦିନ ପରି ଆଜି ମଧ୍ୟ କ୍ଲାସ୍‌ ଚାଲିଥିଲା। ଗହଳିଚହଳିରେ ପୂରି ଉଠିଥିଲା କଲେଜ କ୍ୟାମ୍ପସ। କ୍ଲାସ୍‌ ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍‌ ବେଳେ ଗୋଟିଏ ପରେ ଗୋଟିଏ ତିନିଟି ବୋମା ଫୁଟିଥିଲା। ତେବେ ବୋମା କ୍ଲାସ୍‌ରୁମ୍‌ ପାଖରେ ଫୁଟିଥିବାରୁ କିଛି କ୍ଷୟକ୍ଷତି ଘଟି ନାହିଁ। ବୋମା ଫୁଟିବା ଫଳରେ କ୍ୟାମ୍ପସରେ ଭୟର ବାତାବରଣ ଖେଳି ଯାଇଛି। ପିଲାମାନେ କ୍ଲାସ୍‌ରୁମ୍‌ ଛାଡ଼ି ପଳାଇ ଯାଇଥିଲେ।
ନୀଳଗିରି ଥାନା ପୁଲିସ କଲେଜରେ ପହଞ୍ଚି ଶୌଚାଳୟରୁ ଗୋଟିଏ ଅଫୁଟା ସୁତୁଲି ବୋମା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ନିର୍ବାଚନରେ ହାରିଯିବା ଭୟରେ କିଛି ଛାତ୍ରମାନେ ଏପରି କାମ କରିଥିବା ଅଭିଯୋଗ ହେଉଛି। ସୁରକ୍ଷା ଦୃଷ୍ଟିରୁ କଲେଜରେ ଏବେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story