ଚାକିରି ଦେବାକୁ କହି ଠକିଥିଲେ, ବନ୍ଧା ହେଲେ ଟେଲିକମ୍‌ ସଂସ୍ଥାର ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଚାକିରି ଦେବାକୁ କହି ଟଙ୍କା ଆଦାୟ କରୁଥିଲେ। ପରବର୍ତ୍ତୀ ସମୟରେ ଠକୁଥିଲେ। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ୍‌ ମାମଲା ରୁଜୁ କରି ଗୋଟିଏ ଟେଲିକମ୍‌ ସଂସ୍ଥାର ଟେରିଟୋରିଆଲ୍‌ ସେଲ୍‌ସ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବଲାଙ୍ଗିରରେ ଚାକିରି ଦେବାକୁ କହି ସାଇବର ଠକମାନେ ଠକିଥିଲେ। ଏହି ମାମଲାରେ […]

BBSR

BBSR

Manoranjan Sial
  • Published: Saturday, 09 April 2022
  • Updated: 09 April 2022, 10:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଚାକିରି ଦେବାକୁ କହି ଟଙ୍କା ଆଦାୟ କରୁଥିଲେ। ପରବର୍ତ୍ତୀ ସମୟରେ ଠକୁଥିଲେ। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ୍‌ ମାମଲା ରୁଜୁ କରି ଗୋଟିଏ ଟେଲିକମ୍‌ ସଂସ୍ଥାର ଟେରିଟୋରିଆଲ୍‌ ସେଲ୍‌ସ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି। 

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବଲାଙ୍ଗିରରେ ଚାକିରି ଦେବାକୁ କହି ସାଇବର ଠକମାନେ ଠକିଥିଲେ। ଏହି ମାମଲାରେ ସାଇବର ଥାନା ପୁଲିସ୍‌ ଏକ ଟେଲିକମ୍‌ ସଂସ୍ଥାର ଟେରିଟୋରିଆଲ୍‌ ସେଲ୍‌ସ ମ୍ୟାନେଜର, ପଏଣ୍ଟ ଅଫ୍‌ ସେଲ୍‌ସ ମ୍ୟାନ୍‌, ଅରୁଣ ଘୋଷ ଓ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି। ଏଥିସହ ଅରୁଣଙ୍କ ଆକାଉଣ୍ଟରେ ଥିବା ୬୦ ଲକ୍ଷ ଟଙ୍କାର ଫିକ୍ସକୁ ଜବତ କରିଛି। ସେମାନଙ୍କଠାରୁ ୭୨ଟି ପ୍ରି ଆକ୍ଟିଭେଟେଡ୍‌ ସିମ୍‌ ଜବତ କରିଛି ପୁଲିସ୍‌।

କେମିତି କରୁଥିଲେ ଠକେଇ?

ଡିସିପିଙ୍କ କହିବା ଅନୁସାରେ ସାଇବର ଠକମାନେ ଠକେଇ ପ୍ରି ଆକ୍ଟିଭେଟେଡ୍‌ ସିମ୍‌ ବ୍ୟବହାର କରୁଥିଲେ। ଚାକିରି ଦେବା ନାଁରେ ପ୍ରଥମେ ଫୋନ୍‌ କରୁଥିଲେ। କଥାବାର୍ତ୍ତା ଛଳରେ ଆଶାୟୀଙ୍କ ବିଶ୍ୱାସଭାଜନ ହେଉଥିଲେ। ତା’ପରେ ନକଲି ଇ-ମେଲ୍‌ ଆଇଡିରେ ଆଶାୟୀଙ୍କଠାରୁ ଡକୁମେଣ୍ଟ ମାଗୁଥିଲେ। ଚାକିରି ପାଇବା ଆଶାରେ ଆଶାୟୀମାନେ ସବୁ ଡକୁମେଣ୍ଟ ପଠାଇ ଦେଉଥିଲେ। ଏହା ପରେ ସାଇବର ଠକମାନେ ଗୋଟିଏ ନକଲି ଚାକିରି ଆଶାୟୀଙ୍କ ତାଲିକା କରି ସମସ୍ତଙ୍କ ପାଖକୁ ପଠାଉଥିଲେ। ଏହି ତାଲିକା ଦେଖିବା ପରେ ଆଶାୟୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିଲା। ଏହାର ସୁଯୋଗ ନେଇ ସାଇବର ଠକମାନେ ଟଙ୍କା ମାଗୁଥିଲେ। ତା’ପରେ ଅତି ସହଜରେ ଚାକିରି ଆଶାୟୀମାନେ ସାଇବର ଠକଙ୍କ ଜାଲରେ ପଡ଼ି ଯାଉଥିଲେ। ଚାକିରି ଆଶାୟୀଙ୍କଠାରୁ ଟଙ୍କା ପାଇବା ପରେ ସାଇବର ଠକମାନେ ସବୁ ସମ୍ପର୍କ ତୁଟାଇ ଦେଉଥିଲେ। ଠକାମୀରେ ଶିକାର ହେବା ପରେ ଚାକିରି ଆଶାୟୀମାନେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଉଥିଲେ।

ଡିସିପି କହିଛନ୍ତି, ସାଇବର କ୍ରାଇମ୍‌ର ମୂଳ ଦୁଆ ହେଉଛି ପ୍ରି ଆକ୍ଟିଭେଟ୍‌ ସିମ୍‌ କାର୍ଡ। ଭବିଷ୍ୟତରେ ଯେଉଁ ଟେଲିକମ୍‌ କମ୍ପାନୀ ନକଲି କାଗଜପତ୍ରରେ ପ୍ରି ଆକ୍ଟିଭେଟ୍‌ ସିମ୍‌ କାର୍ଡ ଦେଇଥିବେ, ତାହାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଠକାମୀରେ ଯଦି ଅନ୍ୟ କେହି ଶିକାର ହୋଇଥାଆନ୍ତି, ତାହାହେଲେ ସେମାନେ ଅଭିଯୋଗ କରିପାରିବେ। ତଦନ୍ତରେ ବ୍ୟାଙ୍କକୁ ସାମିଲ କରାଯିବ ବୋଲି ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story