ସକିଲର ଗର୍ଲଫ୍ରେଣ୍ଡ୍‌ ଗିରଫ, ବୁଝୁଥିଲା ଅପରାଧିକ ସାମ୍ରାଜ୍ୟ

କଟକ(ଓଡ଼ିଶା ରିପୋର୍ଟର): କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌। ତା’ ଅପରାଧିକ ସାମ୍ରାଜ୍ୟ ବୁଝୁଥିଲା ଗର୍ଲଫ୍ରେଣ୍ଡ୍‌ ନସରିନ୍‌ ଖାନ୍‌। ପ୍ରେମିକର ଅନୁପସ୍ଥିତିରେ ବ୍ୟବସାୟୀଙ୍କୁ ଫୋନ୍‌ କରି ମାଗୁଥିଲା ବଟି! ଲୁଚକାଳି ଖେଳ ପରେ ଆଜି ନସରିନ୍‌କୁ ଗିରଫ କରିଛି କମିଶନରେଟ୍‌ ପୁଲିସ ଓ ସ୍ପେଶାଲ୍‌ ସ୍କ୍ୱାଡ଼। ଚୌଦ୍ୱାର ସର୍କଲ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌ ଗତ ୧୪ ତାରିଖରେ ହ୍ୱାଟ୍ସଆପ୍‌ରେ ବକ୍ସିବଜାରରେ ଜଣେ ଦୋକାନୀଙ୍କୁ ଭିଡିଓ କଲ୍‌ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। […]

commisonrate-police-arrest-gangstar's-girlfriend

Manoranjan Sial
  • Published: Wednesday, 01 January 2020
  • Updated: 01 January 2020, 05:32 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌। ତା’ ଅପରାଧିକ ସାମ୍ରାଜ୍ୟ ବୁଝୁଥିଲା ଗର୍ଲଫ୍ରେଣ୍ଡ୍‌ ନସରିନ୍‌ ଖାନ୍‌। ପ୍ରେମିକର ଅନୁପସ୍ଥିତିରେ ବ୍ୟବସାୟୀଙ୍କୁ ଫୋନ୍‌ କରି ମାଗୁଥିଲା ବଟି! ଲୁଚକାଳି ଖେଳ ପରେ ଆଜି ନସରିନ୍‌କୁ ଗିରଫ କରିଛି କମିଶନରେଟ୍‌ ପୁଲିସ ଓ ସ୍ପେଶାଲ୍‌ ସ୍କ୍ୱାଡ଼।

ଚୌଦ୍ୱାର ସର୍କଲ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌ ଗତ ୧୪ ତାରିଖରେ ହ୍ୱାଟ୍ସଆପ୍‌ରେ ବକ୍ସିବଜାରରେ ଜଣେ ଦୋକାନୀଙ୍କୁ ଭିଡିଓ କଲ୍‌ କରି ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ସକିଲ୍‌ର ବାପା ଓ ୪ ସହଯୋଗୀଙ୍କୁ ଗିରଫ କରିଥିଲା। ଏବେ ସେହି ଲିଙ୍କରେ ସକିଲ୍‌ର ଗର୍ଲଫ୍ରେଣ୍ଡ୍‌ ନସରିନ୍‌ଙ୍କୁ ଚୌଦ୍ୱାର ଅଞ୍ଚଳରୁ ଗିରଫ କରିଛି।

ମହମ୍ମଦ ସକିଲ୍‌ର ଅପରାଧିକ ସାମ୍ରାଜ୍ୟ ବୁଝୁଥିଲା ଗର୍ଲଫ୍ରେଣ୍ଡ୍‌ ନସରିନ୍‌। ଦାଦାବଟି କେମିତି ଓ କିଭଳି ଆଦାୟ ହେବ ଏବଂ ନେଣଦେଣ କେମିତି ହେବ ସେକଥା ନସରିନ୍‌ ହିଁ ଫାଇନାଲ୍‌ କରୁଥିଲା। ଏହାଛଡ଼ା ବନ୍ଧୁକ କାରବାର ବି ଡିଲ୍‌ କରୁଥିଲା। ବନ୍ଧୁକ କେଉଁଠୁ ଆସିବ, କେଉଁଠି ରହିବ ଓ କିଏ ନେବେ, ଏ ସବୁ ତଥ୍ୟ ନସରିନ୍‌ ପାଖରେ ରହୁଥିଲା।ଏପରି ଅନେକ ତଥ୍ୟ କମିଶନରେଟ୍‌ ପୁଲିସ ହାତରେ ଲାଗିଛି।

ନସରିନ୍‌ କିଛିଦିନ ତଳେ ଚୌଦ୍ୱାର ଜେଲ୍‌କୁ ଯାଇ ସକିଲ୍‌କୁ ଭେଟିଥିଲା। ଏହା ପରେ ପୁଲିସ ନଜରରେ ସେ ଥିଲା। ପୁଲିସ ନସରିନ୍‌ର ମୋବାଇଲ୍‌ ଟ୍ରାକ୍‌ କରିଥିଲା। ଏହି ସମୟରେ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ସବୁ ତଥ୍ୟକୁ ଆଧାର କରି ଆଜି ପୁଲିସ ନସରିନ୍‌କୁ ଗିରଫ କରିବାରେ ସଫଳ ହୋଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story