ଗତବର୍ଷ ଖସି ଯାଇଥିଲା, ଏବର୍ଷ ଫସିଗଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧନତେରାସରେ ଗହଣା କିଣିଲେ କୁଆଡ଼େ ଘରକୁ ଲକ୍ଷ୍ମୀ ଆସନ୍ତି। ଏହି ବିଶ୍ୱାସ ନେଇ ଲୋକେ ଧନତେରାସରେ ଗହଣା ଦୋକାନରୁ ଅଳଙ୍କାର କିଣୁଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଗହଣା ଦୋକାନରେ ଲାଗିଛି ଭିଡ଼। କିନ୍ତୁ ଏହି ଭିଡ ଭିତରେ ଜଣେ ଅସାଧୁ ବ୍ୟକ୍ତି ସୁନା ଅଳଙ୍କାର ଚୋରି କରିବା ପାଇଁ ଉଦ୍ୟମ କରିବା ବେଳେ ଧରାପଡ଼ିଛି। ଖାରବେଳ ନଗର ଥାନା ପୁଲିସ ତାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର […]

commisonrate-police-arrested-thief

commisonrate-police-arrested-thief

Manoranjan Sial
  • Published: Saturday, 26 October 2019
  • Updated: 26 October 2019, 04:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧନତେରାସରେ ଗହଣା କିଣିଲେ କୁଆଡ଼େ ଘରକୁ ଲକ୍ଷ୍ମୀ ଆସନ୍ତି। ଏହି ବିଶ୍ୱାସ ନେଇ ଲୋକେ ଧନତେରାସରେ ଗହଣା ଦୋକାନରୁ ଅଳଙ୍କାର କିଣୁଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଗହଣା ଦୋକାନରେ ଲାଗିଛି ଭିଡ଼। କିନ୍ତୁ ଏହି ଭିଡ ଭିତରେ ଜଣେ ଅସାଧୁ ବ୍ୟକ୍ତି ସୁନା ଅଳଙ୍କାର ଚୋରି କରିବା ପାଇଁ ଉଦ୍ୟମ କରିବା ବେଳେ ଧରାପଡ଼ିଛି। ଖାରବେଳ ନଗର ଥାନା ପୁଲିସ ତାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ସାଇମନ୍ଦିର ଅଞ୍ଚଳର ବିଷ୍ଣୁ ପ୍ରସାଦ ଜେନା। ଚକାଚକ୍‌ ଡ୍ରେନ୍‌ ପିନ୍ଧିଥିବା ଏହି ବ୍ୟକ୍ତି ସାଦାସିଧା ଦେଖାଯାଉଛନ୍ତି। ଗତବର୍ଷ ଧନତେରାଶରେ ସେ ଲାବଣ୍ୟ ଜୁଏଲାର୍ସରୁ ଗୋଟିଏ ସୁନା ମୁଦି ଚୋରି କରିଥିଲେ। ଧନତେରାଶ ପର ଦିନ ସିସିଟିଭି ଫୋଟେଜ୍‌ରେ ଯାଞ୍ଚ ପରେ ଜଣାପଡ଼ିଥିଲା। ଏବର୍ଷ ସେ ଚୋରି କରିବା ପାଇଁ ଆସିବ ଭାବି ଜୁଏଲାର୍ସ କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ସତର୍କ କରାଇଦେଇଥିଲେ।

ଗତକାଲି ବିଷ୍ଣୁ ପ୍ରସାଦ ଜେନା ଲାବଣ୍ୟ ଜୁଏଲର୍ସ ଭିତରେ ପ୍ରବେଶ କରିଥିଲେ। ସେ ସୁନା ଚେନ୍‌ ନେବା ପାଇଁ ଥିବା ଧାଡ଼ିରେ ଠିଆ ହୋଇଥିବା ବେଳେ ସୁରକ୍ଷା କର୍ମୀମାନେ ତାକୁ ଅଟକାଇ ଥିଲେ। ପରେ ତା’ ପକେଟ୍‌ ଯାଞ୍ଚ କରିବାରୁ ଦୁଇ ସୁନା ମୁଦି ଓ ଦୁଇଟି ନକଲି ସୁନା ଚେନ୍‌ ମିଳିଥିଲା। ସୁନା ମୁଦି ଗୁଡ଼ିକ ଖେମ୍‌ଜି ଓ ଆନନ୍ଦ ଜୁଏଲାର୍ସରୁ ଆଣିଥିଲା। ମାତ୍ର ଗହଣା କିଣାଯିବା ନେଇ କୌଣସି କାଗଜପତ୍ର ତା’ ପାଖରେ ନଥିଲା। ତେଣୁ ଏହି ଗହଣା ଗୁଡ଼ିକ ଚୋରି କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ନକଲି ସୁନା ଗୁଡ଼ିକ ଏଠାରେ ବଦଳାଇବା ପାଇଁ ଆଣିଥିବା ଲାବଣ୍ୟ ଜୁଏଲା ଏମ୍‌ଡି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story