ଟୁଇନ୍ ସିଟିରେ ବାହାଘର ପ୍ରୋସୋସନ୍ ମନା: ବିବାହରେ ସର୍ବାଧିକ ୫୦, ଅନ୍ତେଷ୍ଟିରେ ୨୦ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ ଛୁଇଁବା ପରେ ପୁଲିସ କମିଶନରେଟ ପକ୍ଷରୁ ଟୁଇନ ସିଟିରେ ବିବାହ ଶୋଭାଯାତ୍ରା(ପ୍ରୋସେସନ) ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହାସହିତ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ। ତେବେ ଉଭୟ ବିବାହ ଓ ଅନ୍ତେଷ୍ଟି ପାଇଁ ସ୍ଥାନୀୟ ଥାନାଠୁ ଅନୁମତି ଜରୁରୀ ବୋଲି ଆଜି କମିଶନରେଟ ପୁଲିସ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। କମିଶନରେଟ ପୁଲିସ ପକ୍ଷରୁ […]

marriage

marriage

Ordigital Desk
  • Published: Friday, 09 April 2021
  • Updated: 09 April 2021, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ ଛୁଇଁବା ପରେ ପୁଲିସ କମିଶନରେଟ ପକ୍ଷରୁ ଟୁଇନ ସିଟିରେ ବିବାହ ଶୋଭାଯାତ୍ରା(ପ୍ରୋସେସନ) ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହାସହିତ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ। ତେବେ ଉଭୟ ବିବାହ ଓ ଅନ୍ତେଷ୍ଟି ପାଇଁ ସ୍ଥାନୀୟ ଥାନାଠୁ ଅନୁମତି ଜରୁରୀ ବୋଲି ଆଜି କମିଶନରେଟ ପୁଲିସ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟର ମାଧ୍ୟମରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି। ବିବାହ ଉତ୍ସବ ପାଇଁ ସ୍ଥାନୀୟ ଥାନାରୁ ପୂର୍ବ ଅନୁମତି ନେବା ଜରୁରୀ । ବିବାହରେ ବରକନ୍ୟା, ବନ୍ଧୁବାନ୍ଧବ, ସମ୍ପର୍କୀୟ, ପୂଜାରୀ, ରୋଷେୟା ଓ ଅତିଥିଙ୍କୁ ମିଶାଇ ମୋଟ ୫୦ଜଣ ରହିପାରିବେ। କୌଣସି ପରିସ୍ଥିତିରେ ବି ଏହି ସଂଖ୍ୟାରୁ ଅଧିକ ଲୋକ ବିବାହ ଉତ୍ସବରେ ହେବେ ନାହିଁ । ବିବାହ ଉତ୍ସବରେ କେବଳ ଖାଇବା ସମୟକୁ ଛାଡ଼ିଦେଲେ ଅନ୍ୟ ସବୁସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଇବା ଓ ବସିବା ପାଇଁ ସିଟ୍ ବ୍ୟବସ୍ଥା ଏଭଳି ହେବା ଜରୁରୀ,ଯାହାଫଳରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ମିଟରର ବ୍ୟବଧାନ ରହୁଥିବ। ବିବାହ ଉତ୍ସବକୁ ୬୫ରୁ ଅଧିକ ବର୍ଷ ବୟସର ବ୍ୟକ୍ତି, ୧୦ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ଓ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ଗୁଟଖା ଓ ପାନ ଖାଇବା, ସର୍ବସାଧାରଣରେ ପାନ ଛେପ ପକାଇବା ଉପରେ ମଧ୍ୟ କଟକଣା ଜାରି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିବାହ ପାଇଁ ବର ପ୍ରୋସୋସନ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।

ସେହିପରି ଯଦି କାହାରି ମୃତ୍ୟୁ ହୁଏ ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟଙ୍କୁ ଉଭୟ ମୃତ୍ୟୁ ହୋଇଥିବା ସ୍ଥାନ ଓ ଅନ୍ତିମ ସଂସ୍କାର ହେବାକୁ ଥିବା ସ୍ଥାନର ଥାନାକୁ ଲିଖିତ ଭାବେ ଅବଗତ କରିବାକୁ ପଡ଼ିବ। ଅନ୍ତେଷ୍ଟିରେ ପରିବାର ସଦସ୍ୟ,ବନ୍ଧୁବାନ୍ଧବ, ପୂଜାରୀ ଆଦିଙ୍କୁ ମିଶାଇ ସର୍ବାଧିକ ୨୦ଜଣରୁ ଅଧିକ ହେବେ ନାହିଁ।

ଉଭୟ ବିବାହ ଓ ଅନ୍ତେଷ୍ଟି ପାଇଁ ଜାରି ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ପରିବାରର ମୁଖ୍ୟ ଓ ଯେଉଁ ସ୍ଥାନରେ ହେଉଛି ତା’ର ସତ୍ତ୍ୱାଧିକାରଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story