ପୂଜା ପାଇଁ ଟ୍ରାଫିକ ବୁଲେଟିନ୍‌ ଜାରି କରିବ ପୁଲିସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ଦ୍ୱୈତନଗରୀରେ ପ୍ରବଳ ଭିଡ଼ ହୋଇଥାଏ। ଫଳରେ ସହରବାସୀ ନାହିଁନଥିବା ଅସୁବିଧାରେ ପଡ଼ିଥାଆନ୍ତି। ତେଣୁ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ କମିଶନରେଟ୍‌ ପୁଲିସ ସୋଶାଲ୍‌ ମିଡିଆ ମାଧ୍ୟମରେ ‘ଟ୍ରାଫିକ ବୁଲେଟିନ୍‌’ ଜାରି କରିବାକୁ ଯୋଜନା ରଖିଛି। କମିଶନରେଟ୍‌ ପୁଲିସ ତା’ର ଫେସ୍‌ବୁକ୍‌ ଓ ଟ୍ୱିଟର୍‌ ପେଜରେ ପ୍ରତିଘଣ୍ଟାର ଟ୍ରାଫିକ ସମ୍ବନ୍ଧୀୟ ତଥ୍ୟ ଯୋଗାଇ ଦେବ। ଏହାଛଡ଼ା ବିଭିନ୍ନ ଏଫ୍ଏମ୍ ରେଡିଓ ଷ୍ଟେସନ ଜରିଆରେ ଟ୍ରାଫିକ ଅପଡେଟ୍‌ ଘୋଷଣା କରିବାକୁ ଯୋଜନା କରାଯାଇଛି। ଦଶହରା […]

2-min

2-min

Manoranjan Sial
  • Published: Tuesday, 16 October 2018
  • Updated: 16 October 2018, 06:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ଦ୍ୱୈତନଗରୀରେ ପ୍ରବଳ ଭିଡ଼ ହୋଇଥାଏ। ଫଳରେ ସହରବାସୀ ନାହିଁନଥିବା ଅସୁବିଧାରେ ପଡ଼ିଥାଆନ୍ତି। ତେଣୁ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ କମିଶନରେଟ୍‌ ପୁଲିସ ସୋଶାଲ୍‌ ମିଡିଆ ମାଧ୍ୟମରେ ‘ଟ୍ରାଫିକ ବୁଲେଟିନ୍‌’ ଜାରି କରିବାକୁ ଯୋଜନା ରଖିଛି।

କମିଶନରେଟ୍‌ ପୁଲିସ ତା’ର ଫେସ୍‌ବୁକ୍‌ ଓ ଟ୍ୱିଟର୍‌ ପେଜରେ ପ୍ରତିଘଣ୍ଟାର ଟ୍ରାଫିକ ସମ୍ବନ୍ଧୀୟ ତଥ୍ୟ ଯୋଗାଇ ଦେବ। ଏହାଛଡ଼ା ବିଭିନ୍ନ ଏଫ୍ଏମ୍ ରେଡିଓ ଷ୍ଟେସନ ଜରିଆରେ ଟ୍ରାଫିକ ଅପଡେଟ୍‌ ଘୋଷଣା କରିବାକୁ ଯୋଜନା କରାଯାଇଛି। ଦଶହରା ଭିଡ଼ରୁ ବର୍ତ୍ତିବା ପାଇଁ ଲୋକେ ଏସବୁ ସୂଚନାକୁ ବ୍ୟବହାର କରିବାକୁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ନିବେଦନ କରିଛନ୍ତି।

ସେ କହିଛନ୍ତି-“ଭିଡ଼କୁ ଏଡାଇବା ପାଇଁ ସ୍ୱେଚ୍ଛାସେବୀ ଓ ଅଧିକ ଫୋର୍ସ ମଧ୍ୟ ନିୟୋଜିତ କରାଯିବ। ଜାତୀୟ ରାଜପଥ ନିକଟରେ ଥିବା ମେଢ଼ ନିକଟରେ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story