ଓଡ଼ିଶାର ଭୂସ୍ୱର୍ଗକୁ ଗମନାଗମନ ପାଲଟିଛି ମୁଖ୍ୟ ସମସ୍ୟା

ବାଲିଗୁଡ଼ା (ଅଜିତ୍ ନାୟକ): ଆସିଗଲାଣି ଶୀତଋତୁ। ପ୍ରକୃତିକୁ ଉପଭୋଗ କରିବାକୁ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ହେଲେ ଭିତ୍ତିଭୂମିର ଅଭାବ ସହ ଗମନାଗମନ ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଦାରିଙ୍ଗିବାଡ଼ିର ସୁଉଚ୍ଚ ପର୍ବତମାଳା, ମିଡିୟୁବାନ୍ଦା ଜଳପ୍ରପାତ ଏବଂ ହିଲ ଭିୟୁ ପାର୍କ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ହେଲେ ମିଡିୟୁବାନ୍ଦା ଜଳପ୍ରପାତକୁ ଯିବା ପାଇଁ […]

auto

auto

Jitendra Garnayak
  • Published: Saturday, 10 November 2018
  • Updated: 10 November 2018, 01:25 PM IST

Sports

Latest News

ବାଲିଗୁଡ଼ା (ଅଜିତ୍ ନାୟକ): ଆସିଗଲାଣି ଶୀତଋତୁ। ପ୍ରକୃତିକୁ ଉପଭୋଗ କରିବାକୁ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ହେଲେ ଭିତ୍ତିଭୂମିର ଅଭାବ ସହ ଗମନାଗମନ ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

venଦାରିଙ୍ଗିବାଡ଼ିର ସୁଉଚ୍ଚ ପର୍ବତମାଳା, ମିଡିୟୁବାନ୍ଦା ଜଳପ୍ରପାତ ଏବଂ ହିଲ ଭିୟୁ ପାର୍କ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ହେଲେ ମିଡିୟୁବାନ୍ଦା ଜଳପ୍ରପାତକୁ ଯିବା ପାଇଁ ରାସ୍ତା ନଥିବାରୁ ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

[caption id="attachment_299259" align="aligncenter" width="1114"]complex ଟୁରିଷ୍ଟ କମ୍ପ୍ଲେକ୍ସ ଏବେ ଭୂତକୋଠି[/caption]

୨୦୦୩ ମସିହାରେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟୁରିଷ୍ଟ୍ କମ୍ଲେକ୍ସ ଉଦ୍‌ଘାଟିତ ହୋଇଥିଲା। ତେବେ ଏବେ ଏହା ଭୂତକୋଠି ପାଲଟିଛି। ସେହିପରି ପାର୍କରେ ଥିବା ଟୟଟ୍ରେନ୍‌ ଖତ ଖାଉଥିବାବେଳେ ଟ୍ରାଇବାଲ୍ ମ୍ୟୁଜିୟମ୍ ବନ୍ଦ ହୋଇପଡ଼ିଛି। ଏହାକୁ ନେଇ ଏଠାକୁ ଆସୁଥିବା ପର୍ଯ୍ୟଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

[caption id="attachment_299261" align="aligncenter" width="730"]museum ଟ୍ରାଇବାଲ୍ ମ୍ୟୁଜିୟମ୍ ବନ୍ଦ ହୋଇପଡ଼ିଛି[/caption]

ଅନ୍ୟପକ୍ଷରେ ରାସ୍ତା ମରାମତି ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ସୁଫଳ ନ ମିଳିବାରୁ ଇନ୍ଦିରା ସ୍ୱୟଂ ସହାୟିକା ଦଳ ରାସ୍ତାର ମରାମତି କାମ ହାତକୁ ନେଇଛନ୍ତି। ରାସ୍ତାରେ ମାଟି ପକାଇବା ସହ ଜଳପ୍ରପାତ ଅଞ୍ଚଳ ସଫା କରୁଛନ୍ତି।

[caption id="attachment_299262" align="aligncenter" width="730"]toytrain ଟୟଟ୍ରେନ୍‌ ଖତ ଖାଉଛି[/caption]

ପର୍ଯ୍ୟଟକ ମାଥିଆସ୍‌ ଦିଗାଲ କହିଛନ୍ତି,“ଦାରିଙ୍ଗବାଡ଼ିକୁ ବର୍ଷତମାମ୍ ହାଜର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଆସୁଛନ୍ତି। ହେଲେ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରୁ ନାହିଁ। ତେଣୁ ପର୍ଯ୍ୟଟକମାନେ ଦୁଃଖ ପ୍ରକାଶ କରୁଛନ୍ତି। ଏଥିପାଇଁ ପର୍ଯ୍ୟଟକ ବିଭାଗ ଓ ସରକାର ଆଗ୍ରହ ପ୍ରକାଶ କରି ଏହାର ବିକାଶ କରିବା କଥା।”

[caption id="attachment_299263" align="aligncenter" width="720"]road ଚାଲିଛି ରାସ୍ତା ମରାମତି[/caption]

ଇନ୍ଦିରା ସ୍ୱୟଂ ସହାୟିକା ଦଳ ସମ୍ପାଦିକା ସୁବାସିନୀ ସିଂ କହିଛନ୍ତି,“ ଜଳପ୍ରପାତକୁ ଯିବାକୁ ଥିବା ରାସ୍ତା ଆମେ ସଫାସୁତରା କରୁଛୁ। ପର୍ଯ୍ୟଟକମାନେ ଯିବା ଆସିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଆମେ ବିଡିଓଙ୍କୁ ଜଣାଇଥିଲୁ, ହେଲେ ସେ ଆମ କଥା ଶୁଣୁ ନାହାନ୍ତି। ରାସ୍ତା ତିଆରି ହେଲେ ପର୍ଯ୍ୟଟକମାନେ ଜଳପ୍ରପାତକୁ ଯିବାକୁ ସୁବିଧା ହୁଅନ୍ତା।”

ତେବେ ଖୁବ୍‌ଶୀଘ୍ର ସେଠାରେ ଥିବା ଆନୁସାଙ୍ଗିକ ସମସ୍ୟାର ସମାଧାନ କରାଯିବ ବୋଲି ଦାରିଙ୍ଗିବାଡ଼ି ବିଡିଓ ତ୍ରିଲୋଚନ ପାତ୍ର କହିଛନ୍ତି।

touristଆଉ କିଛି ଦିନ ପରେ ବରଫର ମଜା ଉଠାଇବାକୁ ଦାରିଙ୍ଗିବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ତେଣୁ ଅଗ୍ରାଧିକାର ଭିତ୍ତିରେ ସରକାର ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରିବାକୁ ସାଧାରଣରେ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story