ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ, ୨ ଶିକ୍ଷକଙ୍କ ନାମରେ ମାମଲା

ବୀରମିତ୍ରପୁର(ରାକେଶ ସାହୁ): ଆବାସିକ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଥିବା ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କୁ ୨ଜଣ ଶିକ୍ଷକ ବିଭିନ୍ନ ପ୍ରଲୋଭନ ଦେଖାଇ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟରେ ଛାତ୍ରୀଙ୍କୁ ଏଭଳି ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ ପାଠପଢ଼ାଉଥିବା ଦୁଇ […]

student

student

Niranjan Mishra
  • Published: Monday, 24 October 2022
  • Updated: 24 October 2022, 09:48 PM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ): ଆବାସିକ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଥିବା ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କୁ ୨ଜଣ ଶିକ୍ଷକ ବିଭିନ୍ନ ପ୍ରଲୋଭନ ଦେଖାଇ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟରେ ଛାତ୍ରୀଙ୍କୁ ଏଭଳି ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ ପାଠପଢ଼ାଉଥିବା ଦୁଇ ଶିକ୍ଷକ ବରଗଡ଼ ଜିଲ୍ଲାର ସୁବନ ମୁନ୍ନା ଓ ଭଦ୍ରକ ଜିଲାର ରତିକାନ୍ତ ବାରିକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି।

ଅଭିଯୋଗ ମୁତାବକ, ଏହି ଦୁଇ ଶିକ୍ଷକ ଏଠାରେ କଳା ଓ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ବିଭିନ୍ନ ସମୟରେ ଉକ୍ତ ସ୍କୁଲ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁଥିବା ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କୁ ଏକାଧିକ ଥର ଅଶ୍ଳୀଳ ଇଙ୍ଗିତ ସହ ଅସଦାଚରଣ କରି ଆସୁଛନ୍ତି।

ଛାତ୍ରୀ ଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ପରୀକ୍ଷାରେ ଫେଲ କରିଦେବା ପାଇଁ ଏହି ଶିକ୍ଷକମାନେ ଧମକଚମକ ଦେଇଆସୁଛନ୍ତି। ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ନିଜ ମା’ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ।

ପରେ ଏହି ଛାତ୍ରୀ ପରିବାର ଲୋକ ଓ ଅନ୍ୟ ଅଭିଭାବକଙ୍କ ସହ ଯାଇ କୁଆଁରମୁଣ୍ଡା ସ୍ଥିତ ବିଇଓ କାର୍ଯ୍ୟାଳୟରେ ବିଇଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ, ପରିବାର ଲୋକେ ବୀରମିତ୍ରପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

ସୁନ୍ଦରଗଡ଼ ଏସ୍.ପି. ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାର ତଦନ୍ତ ଦାୟିତ୍ଵ ବୀରମିତ୍ରପୁର ଏସ୍.ଡି.ପି.ଓ.ଙ୍କୁ ଦେଇଛନ୍ତି। ବୀରମିତ୍ରପୁର ଏସ୍.ଡି.ପି.ଓ. କହିଛନ୍ତି ମାମଲାର ତଦନ୍ତ କରାଯାଉଛି। ତଦନ୍ତ ପରେ ସତ୍ୟାସତ୍ୟକୁ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୁଆଁରମୁଣ୍ଡା ବିଇଓ ସଦାନନ୍ଦ ପ୍ରଧାନ କହିଛନ୍ତି, ଯେହେତୁ ଶିକ୍ଷାନୁଷ୍ଠାନରେ ଜିରୋ ଟଲରାନ୍ସ ପଲିସି ରହିଛି, ତେଣୁ ଏ ନେଇ ଡିଇଓଙ୍କୁ ଜଣାଇଛି। ତାଙ୍କ ବିରୋଧରେ ଯାହା ପଦକ୍ଷେପ ନିଆଯିବା କଥା ନିଶ୍ଚିତ ନିଆଯିବ।

ତେବେ ଏନେଇ ଅଭିଯୋଗ ଆସିଥିବା ଶିକ୍ଷକମାନଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story