ଗଜପତିଙ୍କ ବୟାନ ପରେ ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି! ଗଜପତି ମହାରାଜା ଦିବ୍ୟସିଂହଦେବ ଦେଇଥିବା ସାକ୍ଷାତକାରରୁ ଏହି ତଥ୍ୟ ପଦାକୁ ଆସିବା ପରେ ଏବେ ସରକରାଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ଏ ନେଇ ସରକାରଙ୍କ ପାଖରୁ ଉତ୍ତର ମାଗିଥିବା ବେଳେ କଂଗ୍ରେସ କହିଛି, ନିଜକୁ ଜଗନ୍ନାଥଙ୍କ ପରମ ଭକ୍ତ ବୋଲି କହୁଥିବା ଲୋକଙ୍କର ମୁଖା ଖୋଲିଯାଇଛି। ବିଜେଡି କିନ୍ତୁ ଏ ନେଇ ମୁହଁ ଖୋଲୁ ନାହିଁ। ବିନା ଭକ୍ତରେ କୋଭିଡ୍‌ ଗାଇଡଲାଇନ୍‌କୁ ପାଳନ କରି […]

puri

puri

Manoranjan Sial
  • Published: Saturday, 27 June 2020
  • Updated: 27 June 2020, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି! ଗଜପତି ମହାରାଜା ଦିବ୍ୟସିଂହଦେବ ଦେଇଥିବା ସାକ୍ଷାତକାରରୁ ଏହି ତଥ୍ୟ ପଦାକୁ ଆସିବା ପରେ ଏବେ ସରକରାଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ଏ ନେଇ ସରକାରଙ୍କ ପାଖରୁ ଉତ୍ତର ମାଗିଥିବା ବେଳେ କଂଗ୍ରେସ କହିଛି, ନିଜକୁ ଜଗନ୍ନାଥଙ୍କ ପରମ ଭକ୍ତ ବୋଲି କହୁଥିବା ଲୋକଙ୍କର ମୁଖା ଖୋଲିଯାଇଛି। ବିଜେଡି କିନ୍ତୁ ଏ ନେଇ ମୁହଁ ଖୋଲୁ ନାହିଁ।

ବିନା ଭକ୍ତରେ କୋଭିଡ୍‌ ଗାଇଡଲାଇନ୍‌କୁ ପାଳନ କରି ରଥଯାତ୍ରା ସମ୍ଭବ। ଏପ୍ରିଲ ୨୬ରେ ଅର୍ଥାତ ଅକ୍ଷୟ ତୃତୀୟା ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହା ଜଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହଦେବ। ଯେଉଁଥିରେ ୧୦ଟି ବିନ୍ଦୁରେ କୋଭିଡ୍‌ ନିୟମ ପାଳି ଘୋଷଯାତ୍ରା କରିବାକୁ ପ୍ରସ୍ତାବ ଦେଇଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ। ତେବେ ଏ ଦିଗରେ ସରକାର ଗଜପତି ସହ ଆଲୋଚନା କରି ନଥିଲେ। ଏପରିକି କୌଣସି ପଦକ୍ଷେପ ନେଇ ନଥିଲେ। ପରେ ହାଇକୋର୍ଟ ଜୁନ ୯ ତାରିଖରେ ରଥଯାତ୍ରା କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ। ସେହି ସମୟରେ ହାତରେ ଆଉ ମାତ୍ର ୧୨ ଦିନ ଥିବାରୁ ସରକାର ଘୋଷଯାତ୍ରା କରିବା ନିଷ୍ପତ୍ତି ନେବାର ଥିଲା ବୋଲି କହିଛନ୍ତି ଗଜପତି। ତେବେ ଚୁପ୍‌ ରହିଲେ। ସରକାର ଆଉ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଲୋକ ହେବେ ବୋଲି ଆବେଦନକାରୀଙ୍କ ଓକିଲଙ୍କ ଉକ୍ତିକୁ ରାଜ୍ୟ ସରକାରଙ୍କ ଓକିଲ ସମର୍ଥନ କରିବା ପୂରା ମାମଲାକୁ ବିଗାଡିଦେଲା ବୋଲି ଗଜପତି ମହାରାଜା କହିଥିଲେ।

ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ମେ’ ୭ ତାରିଖରୁ ଅନୁମତି ଦେବା ପରେ ରଥନିର୍ମାଣ ସିନା ଆରମ୍ଭ ହେଲା, ହେଲେ ରାଜ୍ୟ ସରକାର ନିଷ୍ପତ୍ତିକୁ ଟାଳି ଚାଲିଥିଲେ। ଏପରିକି ମେ’ ୩୦ ତାରିଖରେ ପରିଚାଳନା କମିଟି କଟକଣା ଭିତରେ ରଥ ଯାତ୍ରା ସଂପନ୍ନ ହେବା ନେଇ ଦେଇଥିବା ପ୍ରସ୍ତାବ ଆଧାରରେ ରଥ ପାଇଁ ଅନୁମତି ଦେବାକୁ ଜୁନ ୫ ତାରିଖରେ ମୁଖ୍ୟ ପ୍ରଶାସକ ଆଇନ ବିଭାଗକୁ ଚିଠି ଲେଖିଲେ। ହେଲେ ସରକାର କିଛି ପଦକ୍ଷେପ ନେଲେନି। ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରଥ ବନ୍ଦ ଲାଗି ସୁପ୍ରିମକୋର୍ଟ ଜୁନ ୧୮ ତାରିଖରେ ରାୟ ଦେବା ପରେ ମଧ୍ୟ ପରିବର୍ତ୍ତନ ଲାଗି ପିଟିସନ କଥା ଚିନ୍ତା କରି ନଥିଲେ ସରକାର। ଗଜପତିଙ୍କ ଏହି ଖୁଲାସା ସରକାରଙ୍କୁ କାଠଗଡାରେ ଠିଆ କରିଥିବା ବେଳେ ଏ ତମାମ ଦିଗକୁ ନେଇ ସରକାରଙ୍କ ପାଖରୁ ଉତ୍ତର ମାଗିଛନ୍ତି ବିରୋଧୀ।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ କଣ ପାଇଁ ରାଜ୍ୟ ସରକାର ଗ୍ରହଣ କରୁନଥିଲେ? ଏବେ ସମୟ ଆସି ଯାଇଛି ସରକାର ଏହାର ଉତ୍ତର ଦିଅନ୍ତୁ।”

ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି-“ମହାରାଜା ସତ ଘଟଣାକୁ ପଦାକୁ ଆଣିଛନ୍ତି। ଯେଉଁମାନେ କହୁଥିଲେ ସେ କୁଆଡ଼େ ଜଗନ୍ନାଥଙ୍କ ପ୍ରିୟ ଭକ୍ତ। ପୁରୀ ଗଲା ବେଳେ ଯେଉଁଠି ମହାପ୍ରଭୁଙ୍କ ଫଟୋ ଦେଖୁଥିଲେ, ସେଠି କୁଆଡ଼େ ମୁଣ୍ଡିଆ ମାରି ପକାଉଥିଲେ। ସେମାନଙ୍କର ମୁଖା ଆଜି ଖୋଲି ଯାଇଛି।”

ତେବେ ବିରୋଧୀଙ୍କ ଅଭିଯୋଗ ନେଇ ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇ ନଥିବା ବେଳେ ବିଜେଡି ନେତା ମୁହଁ ଖୋଲୁନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story