ବିରୋଧୀ ଦଳ ନେତା କିଏ, ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି: ନରସିଂହ ମିଶ୍ର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସ ଦଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଗର୍ଜିଛନ୍ତି। ସେ ଅଭିଯୋଗ କରିଛନ୍ତି,“ ବିରୋଧୀ ଦଳ ନେତା କିଏ ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି। ତଥାପି ବିରୋଧୀ ଦଳ ନେତା ଭାବେ ବିଜେପିର ପ୍ରଦୀପ୍ତ ନାୟକଙ୍କୁ ଭାଷଣ ଦେବାକୁ ଡାକିଥିଲେ। ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକ ବି ତାଙ୍କୁ […]

760

760

Tapas Behera
  • Published: Tuesday, 25 June 2019
  • Updated: 25 June 2019, 03:12 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସ ଦଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଗର୍ଜିଛନ୍ତି। ସେ ଅଭିଯୋଗ କରିଛନ୍ତି,“ ବିରୋଧୀ ଦଳ ନେତା କିଏ ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି।

ତଥାପି ବିରୋଧୀ ଦଳ ନେତା ଭାବେ ବିଜେପିର ପ୍ରଦୀପ୍ତ ନାୟକଙ୍କୁ ଭାଷଣ ଦେବାକୁ ଡାକିଥିଲେ। ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକ ବି ତାଙ୍କୁ ଧନ୍ୟବାଦ ଦେଲେ। ମେଣ୍ଟ ଘୋଷଣା ନ ହେଲେ ବି ଉଭୟ ଦଳ ଏକାଠି ଅଛନ୍ତି। ରାଜ୍ୟସଭା ଆସନ ଛାଡ଼ିଦେବା ବିଜେପି-ବିଜେଡିର ଅଂଶୀଦାର ଦଳ ବୋଲି ସୂଚାଉଛି। ତେଣୁ ରାଜ୍ୟପାଳଙ୍କ ଅଭିଭାଷଣରେ କେନ୍ଦ୍ର ଅବହେଳା କଥା ନଥିଲା।”

କଂଗ୍ରେସର ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛି ଯେ, ବିରୋଧୀ ଦଳ ନେତା ଘୋଷଣା ପାଇଁ ଯେଉଁ ପ୍ରକ୍ରିୟା ହେବା କଥା ତାହା ହେଲା ନାହିଁ। ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା କରି କକ୍ଷତ୍ୟାଗ କରିଥିଲା କଂଗ୍ରେସ। ତେବେ ବିରୋଧୀ ଦଳ ନେତାକୁ ନେଇ ବିବାଦ ପ୍ରସଙ୍ଗରେ ପ୍ରଦୀପ୍ତ ନାଏକ କହିଛନ୍ତି,“ ବିରୋଧୀ ଦଳ ନେତା ଭାବେ ଆମେ ବିଳମ୍ବରେ କାଗଜ ଦେଇଛୁ। ବାଚସ୍ପତି ଗଣମାଧ୍ୟମରୁ ଦେଖି ସମ୍ବୋଧନ କରିଥିବେ।

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି,“ ବିରୋଧୀ ଦଳ ନେତା କିଏ ତାହା ବାଚସ୍ପତିଙ୍କ ଅଫିସକୁ ଜଣାଯାଇଥିଲା। ବିଜେଡି କୌଣସି ଅଂଶୀଦାର ଦଳ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story