ଟିକେଟ୍ କଟିବା ପାଇଁ ପ୍ରଦୀପ ମାଝୀଙ୍କୁ ଦାୟୀ କଲେ ବିଧାୟକ ଜାକବ ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ ଏଥର ଟିକେଟ ମିଳିନି। ଶ୍ରୀ ପ୍ରଧାନ ଏଥିପାଇଁ ସିଧାସଳଖ ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦାୟୀ କରିଛନ୍ତି। ଜି.ଉଦୟଗିରି ବିଧାନସଭା ଆସନରୁ କଂଗ୍ରେସ ଘନଶ୍ୟାମ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଜାକବ ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଦୀପ ମାଝୀ ତାଙ୍କ ସମ୍ପର୍କରେ ମିଛ ରିପୋର୍ଟ ଦେଇଥିଲେ ଓ […]

CONGRESS-MLA-JACOB-PRADHAN-ANGRY-OVER-DENIAL-OF-TICKET

Manoranjan Sial
  • Published: Monday, 25 March 2019
  • Updated: 25 March 2019, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କୁ ଏଥର ଟିକେଟ ମିଳିନି। ଶ୍ରୀ ପ୍ରଧାନ ଏଥିପାଇଁ ସିଧାସଳଖ ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦାୟୀ କରିଛନ୍ତି।

ଜି.ଉଦୟଗିରି ବିଧାନସଭା ଆସନରୁ କଂଗ୍ରେସ ଘନଶ୍ୟାମ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଜାକବ ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଦୀପ ମାଝୀ ତାଙ୍କ ସମ୍ପର୍କରେ ମିଛ ରିପୋର୍ଟ ଦେଇଥିଲେ ଓ ତାଙ୍କ ଟିକେଟ୍ ସେ ହିଁ କାଟିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏବେ କଂଗ୍ରେସରେ ଅଛନ୍ତି ଓ କଂଗ୍ରେସ ପାଇଁ କାମ କରିବେ। ବିପର୍ଯ୍ୟୟବେଳେ କଂଗ୍ରେସରେ ରହି ଦଳର ସମ୍ମାନ ସେ ରଖିଥିଲେ। ତେବେ କର୍ମୀ ଓ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ହିଁ ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜାକବ କହିଛନ୍ତି। ଆବଶ୍ୟକ ପଡ଼ିଲେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ସେ ପଛାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଚର୍ଚ୍ଚା ହେଉଛି ଯେ, କନ୍ଧମାଳ ଲୋକସଭା ଆସନକୁ ବିଜେଡି ହାତରେ ଟେକି ଦେବା ପାଇଁ ଜାକବ ପ୍ରଧାନଙ୍କ ଟିକେଟ୍ କାଟି ଦେବାର ଷଡ଼ଯନ୍ତ୍ର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story