ଟିକେଟ ନମିଳିଲେ ସ୍ୱାଧୀନ ଭାବେ ଲଢ଼ିବି: ଜାକବ ପ୍ରଧାନ

ରାୟଗଡ଼ା (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ତଥା ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନ ଆଜି ଦଳକୁ ଚେତାବନୀ ଦେଇଛନ୍ତି। ଦଳ ଟିକେଟ ନ ଦେଲେ ସ୍ୱାଧୀନ ଭାବେ ଲଢ଼ିବି। କିନ୍ତୁ କୌଣସି ପରିସ୍ଥିତିରେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବିନି ବୋଲି ଜାକବ କହିଛନ୍ତି। ସେ କହିଛନ୍ତି-“ଗତ ନିର୍ବାଚନରେ ମୁଁ ବିପୁଳ ଭୋଟରେ ଜିତିଥିଲି। ଏଥର ମଧ୍ୟ ବହୁ ଭୋଟ୍‌ରେ ଜିତିବି। ଏହି ଭରସା ମୋର ଓ ପାର୍ଟିର ରହିଛି। ଏହାକୁ ଆଧାର କରି ଦଳ […]

CONGRESS-MLA-TO-CONTEST-AS-INDEPENDENT-IF-DENIED-TICKET

Manoranjan Sial
  • Published: Monday, 25 March 2019
  • Updated: 25 March 2019, 05:11 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ତଥା ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନ ଆଜି ଦଳକୁ ଚେତାବନୀ ଦେଇଛନ୍ତି। ଦଳ ଟିକେଟ ନ ଦେଲେ ସ୍ୱାଧୀନ ଭାବେ ଲଢ଼ିବି। କିନ୍ତୁ କୌଣସି ପରିସ୍ଥିତିରେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବିନି ବୋଲି ଜାକବ କହିଛନ୍ତି।

ସେ କହିଛନ୍ତି-“ଗତ ନିର୍ବାଚନରେ ମୁଁ ବିପୁଳ ଭୋଟରେ ଜିତିଥିଲି। ଏଥର ମଧ୍ୟ ବହୁ ଭୋଟ୍‌ରେ ଜିତିବି। ଏହି ଭରସା ମୋର ଓ ପାର୍ଟିର ରହିଛି। ଏହାକୁ ଆଧାର କରି ଦଳ ମୋତେ ଟିକେଟ ଦେବ। ଦଳ ମୋତେ ଟିକେଟ ଦେବନି ବୋଲି ମୁଁ ଏପର୍ଯ୍ୟନ୍ତ ଚିନ୍ତା କରିନି। କିନ୍ତୁ ଟିକଟ ନମିଳିଲେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି। ମୁଁ ଲୋକଙ୍କ ସହିତ ଥିବାରୁ ନିର୍ବାଚନରେ ନିଶ୍ଚିତ ଜିତିବି। ଟିକେଟ ନେଇ ସଭାପତିଙ୍କ ସହିତ ଆଲୋଚନା କରିଛି। ଆସନ୍ତା କାଲି ୩ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରି‍ବି। କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story