ସ୍ମିତାରାଣୀଙ୍କୁ ନ୍ୟାୟ ଦାବି; ଆଜି ଏସ୍‌ପି ଅଫିସ ଘେରିବ କଂଗ୍ରେସ

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଆଜି ଏସ୍‌ପି ଅଫିସ ଘେରାଉ କରିବ ଜିଲ୍ଲା ମହିଳା କଂଗ୍ରେସ ।  ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ସହ ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ କଂଗ୍ରେସ ଏହି ଘେରାଉ କରିବ । ଯେଉଁ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା, ସେହି ଗେଷ୍ଟ ହାଉସ୍‌କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ […]

jajpur-1.1

jajpur-1.1

Niharika Rout
  • Published: Wednesday, 23 October 2019
  • Updated: 23 October 2019, 08:54 AM IST

Sports

Latest News

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଆଜି ଏସ୍‌ପି ଅଫିସ ଘେରାଉ କରିବ ଜିଲ୍ଲା ମହିଳା କଂଗ୍ରେସ ।  ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ସହ ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ କଂଗ୍ରେସ ଏହି ଘେରାଉ କରିବ ।

ଯେଉଁ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା, ସେହି ଗେଷ୍ଟ ହାଉସ୍‌କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ଟି ଜଙ୍ଗଲ ଜମିରେ ଅବସ୍ଥିତ ଥିବା ନେଇ ଅଭିଯୋଗ କରିଛି ବିରୋଧି କଂଗ୍ରେସ  । ଏପଟେ ଜିଲ୍ଲାପାଳ କହିଛନ୍ତି, ଜଙ୍ଗଲ ଜମି ସମ୍ପର୍କରେ ତଦନ୍ତ ପାଇଁ ଧର୍ମଶାଳା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ସେହିପରି ସିପିଏମ୍‌ ପକ୍ଷରୁ ମଧ୍ୟ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଏପଟେ କଲମଛାଡ ଆନ୍ଦୋଳନ କରୁଛନ୍ତି ପିଇଓ ଓ ଗ୍ରାମସେବକ ସଂଘ । ନ୍ୟାୟ ଦାବି ସହ ସ୍ମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ  ଧର୍ମଶାଳା ବ୍ଲକ ନିଖିଳ ଉତ୍କଳ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମସେବକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story