ସିଏଏ ବିରୁଦ୍ଧରେ ଜାନୁଆରୀ ୩୦ ବିଶାଳ ସମାବେଶକୁ ସମର୍ଥନ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ), ଏନଆରସି ଓ ଏନପିଆର ପ୍ରତ୍ୟାହାର ଦାବିରେ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗରେ ହେବାକୁ ଥିବା ବିଶାଳ ସମାବେଶକୁ ପ୍ରଦେଶ କଂଗ୍ରେସ ସମର୍ଥନ କରିଛି। ‘ଆମେ ଭାରତବାସୀ’ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ, ‘ଆମେ ଭାରତବାସୀ’ ନାମକ ସଂଗଠନ ପକ୍ଷରୁ ସିଏଏକୁ ସମ୍ବିଧାନ […]

congress-1-1

congress-1-1

Manoranjan Sial
  • Published: Tuesday, 21 January 2020
  • Updated: 21 January 2020, 09:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ), ଏନଆରସି ଓ ଏନପିଆର ପ୍ରତ୍ୟାହାର ଦାବିରେ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗରେ ହେବାକୁ ଥିବା ବିଶାଳ ସମାବେଶକୁ ପ୍ରଦେଶ କଂଗ୍ରେସ ସମର୍ଥନ କରିଛି।

‘ଆମେ ଭାରତବାସୀ’ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ, ‘ଆମେ ଭାରତବାସୀ’ ନାମକ ସଂଗଠନ ପକ୍ଷରୁ ସିଏଏକୁ ସମ୍ବିଧାନ ବିରୋଧୀ ବୋଲି ଆକ୍ଷେପ କରାଯାଇ ସିଏଏ ସମେତ ଏନପିଆର ଓ ଏନଆରସି ବିରୁଦ୍ଧରେ ଭୁବନେଶ୍ୱରରେ ‘ସମ୍ବିଧାନ ବଞ୍ଚାଅ-ଧର୍ମନିରପେକ୍ଷ ବଞ୍ଚାଅ-ଦେଶ ବଞ୍ଚାଅ’ ଅଭିଯାନର ଆୟୋଜନ ହୋଇଛି। ଯାହାକୁ ଆଜି କଂଗ୍ରେସ ସମର୍ଥନ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story