ପ୍ରଶ୍ନ ଥିଲା- ଆପଣ କେତେ ପଢ଼ିଛନ୍ତି? ଅନୁଭବ ଦେଲେ ବିକାଶର ଉତ୍ତର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଏହାକୁ ନେଇ ଅନୁଭବଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ। ଆଉ ମୁଖ୍ୟମନ୍ତ୍ରୀ ପଚାରିଥିଲେ, ଜାଲି ନେତାଙ୍କୁ ଜେଲ୍‌ କେବେ ପଠାଇବେ ମୁଖ୍ୟମନ୍ତ୍ରୀ? ସାଂସଦ ଶ୍ରୀ ମହାନ୍ତି ଏହାର ଉତ୍ତର ଦେବା ପରିବର୍ତ୍ତେ କେନ୍ଦ୍ରାପଡ଼ାର ବିକାଶର କଥା କହି ମୂଳ ମାମଲାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଗତକାଲି ଗଣମାଧ୍ୟମକୁ କହିଥିଲେ, ଅନୁଭବ ୨୦୧୪ […]

congress-target-bjd-mp-anubhav-mohanty

congress-target-bjd-mp-anubhav-mohanty

Manoranjan Sial
  • Published: Monday, 03 February 2020
  • Updated: 03 February 2020, 04:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଏହାକୁ ନେଇ ଅନୁଭବଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ। ଆଉ ମୁଖ୍ୟମନ୍ତ୍ରୀ ପଚାରିଥିଲେ, ଜାଲି ନେତାଙ୍କୁ ଜେଲ୍‌ କେବେ ପଠାଇବେ ମୁଖ୍ୟମନ୍ତ୍ରୀ? ସାଂସଦ ଶ୍ରୀ ମହାନ୍ତି ଏହାର ଉତ୍ତର ଦେବା ପରିବର୍ତ୍ତେ କେନ୍ଦ୍ରାପଡ଼ାର ବିକାଶର କଥା କହି ମୂଳ ମାମଲାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଗତକାଲି ଗଣମାଧ୍ୟମକୁ କହିଥିଲେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ମିରଟର ଶୋଭିତ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରୁ +୩ ପାସ୍‌ କରିଥିବା ଉଲ୍ଲେଖ କରିଥିଲେ। କିନ୍ତୁ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଭବ ଏବେ ବି କଟକ କନ୍ଦରପୁର କଲେଜର +୩ ଛାତ୍ର ବୋଲି ଜଣାପଡ଼ିଛି। ବିନା ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ରେ ଅନୁଭବ ଅନ୍ୟ ବିଶ୍ୱବିଦ୍ୟାଳୟରେ କେମିତି ପଢ଼ିଲେ ବୋଲି ଦଳ ପ୍ରଶ୍ନ କରିଥିଲା। ସବୁଠାରୁ ମଜାଦାର କଥା ହେଉଛି, ୨୦୧୦ରେ ଶୋଭିତ୍ ୟୁନିଭର୍ସିଟିର ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। ତେଣୁ  ସରକାରଙ୍କ ସ୍ୱୀକୃତି ନଥିବା ଏକ ବିଶ୍ୱ ବିଦ୍ୟାଳୟରେ ଅନୁଭବ କେମିତି ପାଠ ପଢୁଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା।

କଂଗ୍ରେସର ଆରୋପ ପରେ ଅନୁଭବ ତଥ୍ୟ ପ୍ରମାଣ ସହ ଗଣମାଧ୍ୟମ ସାମ୍ନାକୁ ଆସିବେ ବୋଲି କଂଗ୍ରେସ ଆଶା କରିଥିଲା। କିନ୍ତୁ ସେ ତାହା କରିନାହାନ୍ତି ବୋଲି ଆଜି ନିଶିକାନ୍ତ ଅଭିଯୋଗ କରିଛନ୍ତି। ଶିକ୍ଷାଗତ ଯୋଗ୍ୟତା ନେଇ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ପ୍ରମାଣ ଦେଖାଇ ନାହାନ୍ତି ଅନୁଭବ। ନିଜ ସ୍ପଷ୍ଟୀକରଣରେ ସେ ମୂଳ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି। ଯଦି ନିର୍ଦ୍ଦିଷ୍ଟ ପ୍ରମାଣ ଥାଆନ୍ତା, ସେ ସାର୍ଟିଫିକେଟ ଦେଖାଇଥାନ୍ତେ। ମାତ୍ର ତାହା ନକରି ସାଂସଦ ତାଙ୍କ ପ୍ରତିକ୍ରିୟାରେ ମୂଳ ପ୍ରସଙ୍ଗକୁ ଏଡ଼ାଇ କେନ୍ଦ୍ରାପଡ଼ାର ବିକାଶ କଥା କହିଛନ୍ତି। ତେଣୁ ସାଂସଦଙ୍କ ସ୍ପଷ୍ଟୀକରଣ ପରୋକ୍ଷରେ ତାଙ୍କ ମିଛ ଶିକ୍ଷାକୁ ପ୍ରମାଣ କରୁଛି ବୋଲି କହିଛି କଂଗ୍ରେସ। ଜାଲି ନେତାଙ୍କୁ ମୁଖ୍ୟମନ୍ତ୍ରୀ କେବେ ଜେଲ ପଠାଉଛନ୍ତି, ଦେଖିବାକୁ ବାକି ରହିଲା ବୋଲି ନିଶିକାନ୍ତ କହିଛନ୍ତି।

ତେବେ କଂଗ୍ରେସ ଆଜି କରିଥିବା ଅଭିଯୋଗ ଉପରେ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story