ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ କନଷ୍ଟେବଳ ଗିରଫ

ବରଗଡ଼: ମହିଳାଙ୍କୁ ଅସଦାଚରଣ ମାମଲାରେ ବରଗଡ଼ ଜିଲ୍ଲା ହାବିଲଦାର୍-କନଷ୍ଟେବଲ୍ ସଂଘ ସାଧାରଣ ସମ୍ପାଦକଙ୍କୁ ପୋଲିସ ଗିରଫ କରିଛି। ପାଇକମାଳ ଥାନାରେ ଜଣେ ମହିଳା କରିଥିବା ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୋଲିସ କନଷ୍ଟେବଳଙ୍କ ନାଁ ସୁବାସ ଚନ୍ଦ୍ର ମିଶ୍ର। ଅଭିଯୋଗ ଅନୁସାରେ ନୃସିଂହନାଥ ପୀଠରେ ଚାଲିଥିବା ବୈଶାଖୀ ମେଳାକୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର ଜଣେ ମହିଳା ବୁଲିବାକୁ ଆସି ଅସଦାଚରଣର ଶିକାର ହୋଇଥିଲେ।  ତାଙ୍କୁ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା […]

paikamala

paikamala

Rakesh Mallick
  • Published: Monday, 08 May 2017
  • Updated: 08 May 2017, 11:25 AM IST

Sports

Latest News

ବରଗଡ଼: ମହିଳାଙ୍କୁ ଅସଦାଚରଣ ମାମଲାରେ ବରଗଡ଼ ଜିଲ୍ଲା ହାବିଲଦାର୍-କନଷ୍ଟେବଲ୍ ସଂଘ ସାଧାରଣ ସମ୍ପାଦକଙ୍କୁ ପୋଲିସ ଗିରଫ କରିଛି। ପାଇକମାଳ ଥାନାରେ ଜଣେ ମହିଳା କରିଥିବା ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୋଲିସ କନଷ୍ଟେବଳଙ୍କ ନାଁ ସୁବାସ ଚନ୍ଦ୍ର ମିଶ୍ର।

ଅଭିଯୋଗ ଅନୁସାରେ ନୃସିଂହନାଥ ପୀଠରେ ଚାଲିଥିବା ବୈଶାଖୀ ମେଳାକୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର ଜଣେ ମହିଳା ବୁଲିବାକୁ ଆସି ଅସଦାଚରଣର ଶିକାର ହୋଇଥିଲେ।  ତାଙ୍କୁ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ନେଇ ସେ ଅଭିଯୋଗ କରିବା ପରେ ମେଳାରେ ଡ୍ୟୁଟି କରୁଥିବା କନଷ୍ଟେବଳ ସୁବାସଙ୍କୁ ଗିରଫ କରାଯାଇଛି।

ତେବେ ଏପରି ଗିରଫଦାରୀକୁ ଷଡଯନ୍ତ୍ର ବୋଲି କହିଛନ୍ତି ସୁବାସ। ବରଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍‌ପି ଆଶିଷ ସିଂ ଏହି ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story