କନଷ୍ଟେବଲଙ୍କୁ ନିସ୍ତୁକ ପିଟି ମଦ ବେପାରୀକୁ ଛଡ଼ାଇ ନେଲେ

ସୋର(ନିରଞ୍ଜନ ବେହେରା): କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ୱାର୍ଡର କନଷ୍ଟେବଲଙ୍କୁ  ନିସ୍ତୁକ ମାଡ଼ ମାରି ମଦ ବେପାରୀକୁ ଛଡ଼ାଇ ନେଲେ ମାଫିଆ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡିଗଡ଼ିଆ ବଜାର ନିକଟରେ। ଆହତ କନଷ୍ଟେବଲ ଜଣଙ୍କ ହେଲେ ବସନ୍ତ ମଲ୍ଲିକ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନାଅନୁସାରେ, ଗତକାଲି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର କର୍ମଚାରୀ ବସନ୍ତଙ୍କ ସମେତ ତାଙ୍କର ତିନି ଜଣ ସହଯୋଗୀ ତୁଡିଗଡ଼ିଆ ବଜାରରେ ପେଟ୍ରୋଲିଂ କରୁଥିଲେ। ଏହି […]

soro

soro

Tapaswini Nayak
  • Published: Wednesday, 27 April 2022
  • Updated: 27 April 2022, 11:55 AM IST

Sports

Latest News

ସୋର(ନିରଞ୍ଜନ ବେହେରା): କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ୱାର୍ଡର କନଷ୍ଟେବଲଙ୍କୁ  ନିସ୍ତୁକ ମାଡ଼ ମାରି ମଦ ବେପାରୀକୁ ଛଡ଼ାଇ ନେଲେ ମାଫିଆ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡିଗଡ଼ିଆ ବଜାର ନିକଟରେ। ଆହତ କନଷ୍ଟେବଲ ଜଣଙ୍କ ହେଲେ ବସନ୍ତ ମଲ୍ଲିକ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନାଅନୁସାରେ, ଗତକାଲି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର କର୍ମଚାରୀ ବସନ୍ତଙ୍କ ସମେତ ତାଙ୍କର ତିନି ଜଣ ସହଯୋଗୀ ତୁଡିଗଡ଼ିଆ ବଜାରରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରେ ସେଇ ବାଟ ଦେଇ ଆସିଥିଲେ। ଅବକାରୀ ବିଭାଗର କର୍ମଚାରୀଙ୍କ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତିଙ୍କୁ  ଅଟକାଇ ତାଙ୍କ ସ୍କୁଟି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ସ୍କୁଟି ଡିକିରୁ ମଦ ମିଳିଥିଲା।

ଅବକାରୀ କର୍ମଚାରୀ ଅଭିଯୁକ୍ତକୁ ଗିରଫ କରି ସହ ତାର ସ୍କୁଟି ଓ ମଦକୁ ଜବତ କରିଥିଲେ। ପରେ ୨ଜଣ ଅବକାରୀ କର୍ମଚାରୀ ଅଭିଯୁକ୍ତକୁ ବୋଲେରୋରେ ବସାଇ ସୋର ଅବକାରୀ ଅଫିସ ଆଣିଲା ବେଳେ ବସନ୍ତ ଜବତ ସ୍କୁଟିକୁ ନେଇ ପଛରେ ଆସୁଥିଲେ।

ତୁଡିଗଡ଼ିଆ ବଜାର ଶେଷ  ମୁଣ୍ଡରେ ୮ରୁ ୧୦ ଜଣ ମଦ ମାଫିଆ ବସନ୍ତଙ୍କୁ ଅଟକାଇବା ସହ ପ୍ରବଳ ମାଡ଼ ମାରିଥିଲେ। ଅଭିଯୁକ୍ତକୁ ଛାଡ଼ିବା ପାଇଁ  ବୋଲେରୋରେ ଥିବା ଅବକାରୀ କର୍ମଚାରୀଙ୍କୁ କହିଥିଲେ। ଅଭିଯୁକ୍ତକୁ ନ ଛାଡ଼ିଲେ ସମସ୍ତଙ୍କୁ ହାଣି ଦେବେ ବୋଲି ଧମକ ଦେଇଥିଲେ। ପରେ ଅବକାରୀ କର୍ମଚାରୀମାନେ ଅଭିଯୁକ୍ତକୁ ଛାଡ଼ି ଦେଇଥିଲେ। ମଦ ମାଫିଆମାନେ  ସ୍କୁଟି, ମଦ ଓ ଅଭିଯୁକ୍ତକୁ ନେଇ ସେଠାରୁ ପଳାଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story