ଦେଢ଼ ମାସ ହେବ ଲାଗି ରହିଛି କଣ୍ଟେନମେଣ୍ଟ କଟକଣା, ଧାରଣାରେ ବସିଲେ ପଞ୍ଚାୟତବାସୀ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପ୍ରାୟ ଦେଢ଼ ମାସ ହେବ ଲାଗି ରହିଛି କଣ୍ଟେନମେଣ୍ଟ କଟକଣା। ବାହାରକୁ ଯାଇ ହେଉ ନାହିଁ କି ବାହାରୁ ଆସି ହେଉ ନାହିଁ। ଏପରି ସ୍ଥିତିରେ କାମ ଧନ୍ଦା କରିବାକୁ କିମ୍ବା ବଜାର ସଉଦା କରିବାକୁ ଯିବା ବି ବନ୍ଦ । ପ୍ରଶାସନ ପକ୍ଷରୁ କେବଳ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିବା ବେଳେ ସେଠାରେ ରହୁଥିବା ଲୋକଙ୍କ ନିକଟରେ  ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯାଉ ନାହିଁ। ତେଣୁ କ’ଣ ଖାଇବେ, କିପରି ବଞ୍ଚାବେ […]

containment

containment

Niharika Rout
  • Published: Tuesday, 18 August 2020
  • Updated: 18 August 2020, 02:28 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପ୍ରାୟ ଦେଢ଼ ମାସ ହେବ ଲାଗି ରହିଛି କଣ୍ଟେନମେଣ୍ଟ କଟକଣା। ବାହାରକୁ ଯାଇ ହେଉ ନାହିଁ କି ବାହାରୁ ଆସି ହେଉ ନାହିଁ। ଏପରି ସ୍ଥିତିରେ କାମ ଧନ୍ଦା କରିବାକୁ କିମ୍ବା ବଜାର ସଉଦା କରିବାକୁ ଯିବା ବି ବନ୍ଦ । ପ୍ରଶାସନ ପକ୍ଷରୁ କେବଳ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିବା ବେଳେ ସେଠାରେ ରହୁଥିବା ଲୋକଙ୍କ ନିକଟରେ  ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯାଉ ନାହିଁ। ତେଣୁ କ’ଣ ଖାଇବେ, କିପରି ବଞ୍ଚାବେ ସେହି ଚିନ୍ତା ଘାରୁଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତବାସୀଙ୍କୁ। ପ୍ରଶାସନର ଏତାଦୃଶ କାର୍ଯ୍ୟରେ ଅତିଷ୍ଠ ହୋଇ ପଞ୍ଚାୟତବାସୀ କୁରାଳ ଗ୍ରାମ ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଛନ୍ତି।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତରୁ କିଛି କରୋନା ସଂକ୍ରମିତ ବାହାରିବା ପରେ ଗତ ଜୁଲାଇ ୧ରେ ସମଗ୍ର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା। ମାତ୍ର ପ୍ରାୟ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏହି କଟକଣା ଉଠାଯାଉ ନାହିଁ। ଫଳରେ ଦୀର୍ଘ ଦିନ  ହେଲା କାମ ଧନ୍ଦା କରି ନ ପାରି ଅତି ଦୟନୀୟ ଭାବେ ଜୀବନ କାଟୁଥିବା ସ୍ଥାନୀୟ ଲୋକେ ।  ଏ ନେଇ ଜିଲ୍ଲାପ୍ରଶାସନକୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାର କରିବା ପାଇଁ ବାରମ୍ବାର ଦାବି କରି  ଆସୁଥିଲେ l

ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନ ଯିବାରୁ ଆଜି ସ୍ଥାନୀୟ ବାସିନ୍ଦା ଓ ସ୍ଥାନୀୟ ବ୍ୟବସାୟୀମାନେ କୁରାଳ ଗ୍ରାମପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିରହିଛନ୍ତି। ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି l ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ବେଳେ କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରଖିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଧିବାସୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story