ଏଏସ୍‌ଓ ପରେ ସବ୍‌-ଇନ୍ସପେକ୍ଟର ପରୀକ୍ଷାକୁ ନେଇ ବିବାଦ: ବ୍ୟାପକ ଅନିୟମିତତା ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): ଏଏସଓ ପରୀକ୍ଷା ପରେ ଏବେ ସବ୍‌-ଇନ୍ସପେକ୍ଟର ପରୀକ୍ଷାକୁ ନେଇ ଦେଖା ଦେଇଛି ବିବାଦ। ୨୦୧୮ ଓ ୨୦୧୯ରେ ହୋଇଥିବା ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଟଙ୍କା ନେଇ ସବ ଇନ୍ସପେକ୍ଟର ଚାକିରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶହ ଶହ ଆଶାୟୀ। ଆଉ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସୋମବାର ସେମାନେ ଡିଜିପିଙ୍କୁ ଭେଟି ଦାବି କରିଛନ୍ତି। ଏପରିକି ସେମାନେ କଟକରେ ଡିଜିପି ଅଫିସ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ […]

PROTEST

PROTEST

Jitendra Garnayak
  • Published: Monday, 26 December 2022
  • Updated: 26 December 2022, 07:34 PM IST

କଟକ (ଓଡ଼ିଶା ରିପୋର୍ଟର): ଏଏସଓ ପରୀକ୍ଷା ପରେ ଏବେ ସବ୍‌-ଇନ୍ସପେକ୍ଟର ପରୀକ୍ଷାକୁ ନେଇ ଦେଖା ଦେଇଛି ବିବାଦ। ୨୦୧୮ ଓ ୨୦୧୯ରେ ହୋଇଥିବା ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଟଙ୍କା ନେଇ ସବ ଇନ୍ସପେକ୍ଟର ଚାକିରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶହ ଶହ ଆଶାୟୀ। ଆଉ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସୋମବାର ସେମାନେ ଡିଜିପିଙ୍କୁ ଭେଟି ଦାବି କରିଛନ୍ତି। ଏପରିକି ସେମାନେ କଟକରେ ଡିଜିପି ଅଫିସ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ।

ଏହି ଚାକିରି ଆଶାୟୀମାନେ ପ୍ରଶ୍ନ କରିଛନ୍ତି ଯେ ଯେଉଁ ମାନେ ପୂର୍ବରୁ ବିଭିନ୍ନ ପରୀକ୍ଷା ରେ କ୍ୱାଲିଫାଇ କରି ପାରି ନଥିଲେ ସେମାନେ ସବ୍‌ ଇନ୍ସପେକ୍ଟର ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଚାକିରି କେମିତି ପାଇଲେ? ସେମାନେ କହିଛନ୍ତି, ପୂର୍ବରୁ ସବ୍‌-ଇନ୍ସପେକ୍ଟର ପରୀକ୍ଷା ଓଡ଼ିଶା ଷ୍ଟାଫ ସିଲେକ୍ସନ ବୋର୍ଡ (ଓଏସଏସବି) କରୁଥିବା ବେଳେ ବିଗତ କିଛି ବର୍ଷ ହେବ ଓଡ଼ିଶା ପୁଲିସ ରିକ୍ୟୁଟମେଣ୍ଟ ବୋର୍ଡ (ଓପିଆରବି) ଏହି ପରୀକ୍ଷା କରୁଛି। କିନ୍ତୁ ଲାଗୁଛି ଏଭଳି ପରୀକ୍ଷା କରି ଉପଯୁକ୍ତ ପ୍ରାର୍ଥୀ ବାଛିବାର ଯୋଗ୍ୟତା ପୁଲିସ୍ ବିଭାଗ ପାଖରେ ନାହିଁ।

୨୦୧୮ ଓ ୨୦୧୯ ମସିହାରେ ହୋଇଥିବା ପରୀକ୍ଷାର ପୂର୍ଣ୍ଣ ତଦନ୍ତ କରିବା ପାଇଁ ସେମାନେ ଦାବି କରିବା ସହ ସିଲେକ୍ସନ ହୋଇଥିବା ପାର୍ଥୀଙ୍କୁ ବର୍ତ୍ତମାନ ଚାକିରି ନ ଦେବା ପାଇଁ ଦାବି କରିଛନ୍ତି। ତା’ସହିତ ଆଗାମୀ ଦିନରେ ଏହି ପରୀକ୍ଷାର ପ୍ରକ୍ରିୟାକୁ ବଦଳାଇବାକୁ ସେମାନେ ଦାବି କରିଛନ୍ତି। ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବା ସହ ଏଥିପାଇଁ ଭଲ ଭେଣ୍ଡରକୁ ଦାୟିତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି। ସେହିପରି ପ୍ରଥମେ ପ୍ରିଲିମ, ତା’ପରେ ଫିଜିକାଲ୍ ଓ ଶେଷରେ ମେନ୍ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି।

ପୁଲିସ୍ ଡିଜି ଓ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତା’ହେଲେ ଆଗାମୀ ଦିନରେ ଏହି ଆଶାୟୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏ ଅଭିଯୋଗ ବାବଦରେ ଡିଜିପି କିମ୍ବା ଓପିଆରବି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story