ବିପୁଳ ପରିମାଣରେ ବ୍ରାଉନସୁଗର ଜବତ; ୪ ଗିରଫ

ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ): ବାଲେଶ୍ୱର ସହର ଉପକଣ୍ଠ ୨ଟି ସ୍ଥାନରେ ପୁଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୧ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମୂଲ୍ୟବାନ କାର୍‌ ମଧ୍ୟ ଜବତ କରାଯାଇଛି। ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳକୁ କାର୍‌ରେ ବ୍ରାଉନସୁଗର ଯାଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ସହଦେବଖୁଣ୍ଟା ଥାନା […]

police-1

police-1

Tapaswini Nayak
  • Published: Tuesday, 18 June 2019
  • Updated: 18 June 2019, 09:25 AM IST

Sports

Latest News

ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ): ବାଲେଶ୍ୱର ସହର ଉପକଣ୍ଠ ୨ଟି ସ୍ଥାନରେ ପୁଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୧ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମୂଲ୍ୟବାନ କାର୍‌ ମଧ୍ୟ ଜବତ କରାଯାଇଛି।
ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳକୁ କାର୍‌ରେ ବ୍ରାଉନସୁଗର ଯାଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ସହଦେବଖୁଣ୍ଟା ଥାନା ପୁଲିସ ଗତ ରାତିରେ ସହର ଉପକଣ୍ଠ ଦହିପଡ଼ା ଓ ଫୁଲାଡି ଆଦି ଅଞ୍ଚଳରେ ଚଢାଉ କରିଥିଲା ଓ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରି ଥିଲା।

ପୂର୍ବରୁ ଅଳ୍ପ ପରିମାଣର ବ୍ରାଉନସୁଗର ଜବତ ହେଉଥିଲା। ହେଲେ ଏଥର ଏତେ ପରିମାଣର ବ୍ରାଉନସୁଗର ଜବତ ହେବା ପୁଲିସର ଚିନ୍ତା ବଢାଇ ଦେଇଛି। ଏହାର ଚେର ବହୁତ ଲମ୍ୱା ଥିବା ଅନୁମାନ କରି ପୁଲିସ ଖୋଳତାଡ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story