ସଞ୍ଜ ହେଲେ ରାଜଧାନୀବାସୀଙ୍କୁ ବାହାରିବା ମନା, ଜଗତସିଂହପୁରରେ କର୍ଫ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ହେଲେ ବାହାରିବା ମନା। ଲକ୍‌ଡାଉନ୍‌ ୩.୦ ନିୟମ ଅନୁଯାୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହି ନିମୟକୁ କଡ଼ାକଡ଼ିଭାବେ ଭୁବନେଶ୍ୱର ଓ ଜଗତସିଂହପୁରରେ କାର୍ଯ୍ୟକାରୀ କରାଯିବାକୁ ପ୍ରଶାସନିକସ୍ଥରରେ ନିଷ୍ପତ୍ତି ହୋଇଛି। ବିଶେଷ କରି ଆଜିଠାରୁ  ଦେଶରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ । ଏଥିରେ ଦେଶର ସମସ୍ତ  ଜୋନରେ ରାତି ୭ଟାରୁ ସକାଳ ୭ଟାରେ ଯାଏ କାମ ନଥିଲେ ଲୋକ ବାହାରକୁ ନବାହାରିବା ଲାଗି […]

7650

7650

Tapas Behera
  • Published: Monday, 04 May 2020
  • Updated: 04 May 2020, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ହେଲେ ବାହାରିବା ମନା। ଲକ୍‌ଡାଉନ୍‌ ୩.୦ ନିୟମ ଅନୁଯାୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହି ନିମୟକୁ କଡ଼ାକଡ଼ିଭାବେ ଭୁବନେଶ୍ୱର ଓ ଜଗତସିଂହପୁରରେ କାର୍ଯ୍ୟକାରୀ କରାଯିବାକୁ ପ୍ରଶାସନିକସ୍ଥରରେ ନିଷ୍ପତ୍ତି ହୋଇଛି। ବିଶେଷ କରି ଆଜିଠାରୁ  ଦେଶରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ । ଏଥିରେ ଦେଶର ସମସ୍ତ  ଜୋନରେ ରାତି ୭ଟାରୁ ସକାଳ ୭ଟାରେ ଯାଏ କାମ ନଥିଲେ ଲୋକ ବାହାରକୁ ନବାହାରିବା ଲାଗି ରହିଛି ନିର୍ଦ୍ଦେଶ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସହ ସେବାରେ ନିୟୋଜିତ କର୍ମଚାରୀ ହିଁ ଯିବା ଆସିବା କରିପାରିବେ । ଅତ୍ୟାବଶକୀୟ କାମ ନ ଥାଇ ଲୋକେ ବାହାନା କରି ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଟ୍ୱିଟ୍ ଯୋଗେ ସେ ଟ୍ୱିନ୍ ସିଟିର ସମସ୍ତ ବାସିନ୍ଦାଙ୍କୁ ଏହି ନିବେଦନ କରିଛନ୍ତି ସେ। ସେପଟେ ଜଗତସିଂହପୁର ଜିଲ୍ଲାରେ ରାତିରେ ଲାଗିବ କର୍ଫ୍ୟୁ।

ଗ୍ରୀନ୍ ଜୋନ ଥିବା ସତ୍ତ୍ୱେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟ ରହିବ। ଦେଶରେ ଲକ୍ ଡାଉନ୍ ଅବଧି ଶେଷ ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି।  ଲକଡାଉନ୍-୩ ଗାଇଡଲାଇନ ଅନୁସାରେ ରାତି ବେଳେ ଯାଆସ ମନା ରହିଛି। ଜଗତସିଂହପୁର ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ଲୋକେ ରାତିରେ ବୁଲି ପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ସେହି ଦୃଷ୍ଟିରୁ ସଂଧ୍ୟା ୭ରୁ ସକାଳ ୭ଟା ଯାଏ କର୍ଫ୍ୟୁ କରାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story