ପୁଲିସ୍‌ର କରୋନା ଆଡଭାଇଜାରି; ଉତ୍ସବ ପାଳନ କରିବାକୁ ‍ବାରଣ କଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଭୟ ନେଇ ପୁଲିସ୍‌ ଡିଜି ଅଭୟ ଜାରି କରିଛନ୍ତି ଆଡଭାଇଜାରି। କରୋନା ସତର୍କତା ନେଇ ସମସ୍ତ SP, କଟକ ଓ ଭୁବନେଶ୍ୱର DCPଙ୍କୁ ଡିଜିପି ଚିଠି ଲେଖିଛନ୍ତି। ପୁଲିସ୍‌ କର୍ମଚାରୀ ତଥା ଅଧିକାରୀଙ୍କୁ କରୋନା ପାଇଁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ସାବୁନ୍‌ରେ ଭଲ ଭାବେ ହାତ ଧୋଇବା, ଛିଙ୍କ ବେଳେ ମୁହଁରେ ଟିସୁ ପେପର କିମ୍ବା ରୁମାଲ୍ ବ୍ୟବହାର, ଜ୍ୱର ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଲେ […]

dg-4-1

dg-4-1

Niharika Rout
  • Published: Sunday, 15 March 2020
  • Updated: 15 March 2020, 08:16 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଭୟ ନେଇ ପୁଲିସ୍‌ ଡିଜି ଅଭୟ ଜାରି କରିଛନ୍ତି ଆଡଭାଇଜାରି। କରୋନା ସତର୍କତା ନେଇ ସମସ୍ତ SP, କଟକ ଓ ଭୁବନେଶ୍ୱର DCPଙ୍କୁ ଡିଜିପି ଚିଠି ଲେଖିଛନ୍ତି। ପୁଲିସ୍‌ କର୍ମଚାରୀ ତଥା ଅଧିକାରୀଙ୍କୁ କରୋନା ପାଇଁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି।

ସାବୁନ୍‌ରେ ଭଲ ଭାବେ ହାତ ଧୋଇବା, ଛିଙ୍କ ବେଳେ ମୁହଁରେ ଟିସୁ ପେପର କିମ୍ବା ରୁମାଲ୍ ବ୍ୟବହାର, ଜ୍ୱର ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ସହ ଡାକ୍ତରଙ୍କ ପାଖକୁ ଯିବାବେଳେ ମୁହଁରେ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦେଇଛନ୍ତି ଡିଜିପି।

ସେହିପରି ପୁଲିସ୍‌ ପକ୍ଷରୁ କୌଣସି ଉତ୍ସବ ପାଳନ କରିବାକୁ ମଧ୍ୟ ଡିଜିପି ବାରଣ କରିଛନ୍ତି। ସୋଶାଲ ମିଡ଼ିଆରେ କରୋନାକୁ ନେଇ ହେଉଥିବା ଗୁଜବ ଉପରେ ନଜର ରଖିବା ସହ ଗୁଜବ ସୃଷ୍ଟିକାରୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story