ରାଜ୍ୟ ବାହାରେ ଫସିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବାହାରେ ସଙ୍କଟରେ ପଡ଼ିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ।  ଉଦ୍ଧାର ପାଇଁ ସରକାରଙ୍କ ପାଖକୁ ଆସିଲାଣି ୫ ହଜାରରୁ ଅଧିକ ଫୋନ୍ କଲ୍। ଆକୁଳ ନିବେଦନ ଭରା ଭିଡିଓ ସଂଖ୍ୟା ବି କିଛି କମ୍ ନୁହେଁ । ତେବେ କରୋନା ସଂକ୍ରମଣ ଭୟରେ ଉଦ୍ଧାର ସମ୍ଭବ ନଥିବାରୁ ସେଇଠି ସେମାନଙ୍କୁ ସହାୟତା ପାଇଁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସହରରେ ୨୩୦ଟି ଶ୍ରମିକ ଗ୍ରୁପ୍‌ଙ୍କୁ ବି ଚିହ୍ନଟ ହୋଇଥିବା କହିଛନ୍ତି ଗୃହ ସଚିବ […]

bnm90

bnm90

Tapas Behera
  • Published: Tuesday, 31 March 2020
  • Updated: 31 March 2020, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବାହାରେ ସଙ୍କଟରେ ପଡ଼ିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ।  ଉଦ୍ଧାର ପାଇଁ ସରକାରଙ୍କ ପାଖକୁ ଆସିଲାଣି ୫ ହଜାରରୁ ଅଧିକ ଫୋନ୍ କଲ୍। ଆକୁଳ ନିବେଦନ ଭରା ଭିଡିଓ ସଂଖ୍ୟା ବି କିଛି କମ୍ ନୁହେଁ । ତେବେ କରୋନା ସଂକ୍ରମଣ ଭୟରେ ଉଦ୍ଧାର ସମ୍ଭବ ନଥିବାରୁ ସେଇଠି ସେମାନଙ୍କୁ ସହାୟତା ପାଇଁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସହରରେ ୨୩୦ଟି ଶ୍ରମିକ ଗ୍ରୁପ୍‌ଙ୍କୁ ବି ଚିହ୍ନଟ ହୋଇଥିବା କହିଛନ୍ତି ଗୃହ ସଚିବ । ଏପଟେ ସୁରତ ଓ ବେଙ୍ଗଲୁରୁ ଭଳି ସହରରେ ବିପଦରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେଣି ଅନେକ ସ୍ୱେଚ୍ଛାସେବୀ ସଂଗଠନ।

ଏପଟେ ପ୍ରବାସୀ ଓଡ଼ିଆଙ୍କ ସଙ୍କଟଜନକ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଗୃହ ସଚିବଙ୍କ ସୂଚନା ଅନୁସାରେ ବାହାର ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଓଡ଼ିଆ ଅଛନ୍ତି । ୧୯ କଣ୍ଟ୍ରୋଲ ରୁମ୍‌କୁ ଅଦ୍ୟାବଧି ୫ ହଜାର ୨ଶହରୁ ଅଧିକ କଲ ଆସିଛି।  ତାସହ ବିଭିନ୍ନ ରାଜ୍ୟ ପାଇଁ ନିୟୋଜିତ ନୋଡାଲ ଅଫିସରମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ତେବେ ଦିଲ୍ଲୀ,ଏନସିଆର, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଅଛନ୍ତି ଓ ଶହେରୁ ଅଧିକ ଶ୍ରମିକ ଏକାଠି ଥିବା ୨୩୦ଟି ଗ୍ରୁପ୍‌କୁ  ଚିହ୍ନଟ ସରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story