କରୋନା ପାଇଁ ଅତିରିକ୍ତ ୫ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ, କେଉଁ ଜିଲ୍ଲାରେ କେତେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅତିରିକ୍ତ ୫ ଲକ୍ଷ ଗରିବ ହିତାଧିକାରୀଙ୍କୁ ସାମିଲ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ହିତାଧିକାରୀମାନେ ମାସିକ ୧ଟଙ୍କା କିଲୋ ଦରରେ ମୁଣ୍ଡପିଛା ୫କିଲୋ ଚାଉଳ ପାଇବେ। ଏପ୍ରିଲମାସରୁ ଏହି ରାସନ ସାମଗ୍ରୀ ସେମାନଙ୍କୁ ମିଳିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ୫ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ […]

rice-1

rice-1

Tapas Behera
  • Published: Saturday, 21 March 2020
  • Updated: 21 March 2020, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅତିରିକ୍ତ ୫ ଲକ୍ଷ ଗରିବ ହିତାଧିକାରୀଙ୍କୁ ସାମିଲ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ହିତାଧିକାରୀମାନେ ମାସିକ ୧ଟଙ୍କା କିଲୋ ଦରରେ ମୁଣ୍ଡପିଛା ୫କିଲୋ ଚାଉଳ ପାଇବେ। ଏପ୍ରିଲମାସରୁ ଏହି ରାସନ ସାମଗ୍ରୀ ସେମାନଙ୍କୁ ମିଳିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ୫ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି।

ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଣ୍ଟିତ ହେବାକୁ ଥିବା ୫ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ସର୍ବାଧିକ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ସବୁଠୁ କମ୍ ବୌଦ୍ଧ ଜିଲ୍ଲାରେ ଅଛନ୍ତି।

ଅନୁଗୋଳର ୭୩୬୦, ବାଲେଶ୍ୱରର ୩୧୭୯୭, ବରଗଡ଼ର ୭୭୫୮, ଭଦ୍ରକର ୧୧୬୦୯, ବଲାଙ୍ଗିରର ୩୫୭୯୪, ବୌଦ୍ଧର ୩ହଜାର, କଟକର ୧୨୭୭୦, ଢେଙ୍କାନାଳ ଜିଲ୍ଲାର ୨୨୩୧୩, ଦେବଗଡ଼ର ୬ହଜାର, ଗଜପତିର ୯୮୬୮, ଗଞ୍ଜାମ ଜିଲ୍ଲାର ୭୧ହଜାର, ଜଗତସିଂହପୁର ଜିଲ୍ଲାର ୯୦୪୨, ଯାଜପୁର ଜିଲ୍ଲାର ୩୭୦୦୦, କେନ୍ଦୁଝର ଜିଲ୍ଲାର ୨୩୨୬୫, ଖୋର୍ଦ୍ଧା ଜିଲ୍ଲାର ୯୦୮୧, କୋରାପୁଟ ଜିଲ୍ଲାରେ ୧୫ହଜାର, ମାଲକାନଗିରିରେ ୬୩୦୮, ପୁରୀରେ ୩୭ହଜାର, ରାୟଗଡ଼ାରେ ୯ହଜାର, ସମ୍ବଲପୁରରେ ୬୧୫୮ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୯୮୮୦ଜଣ ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୧୭୬୮ଜଣଙ୍କୁ ଏପ୍ରିଲ,ମଇ ଓ ଜୁନ୍ ମାସ ନିମନ୍ତେ ରାସନ ସାମଗ୍ରୀ ମିଳିବ। ଏଥିନିମନ୍ତେ ରାଜ୍ୟ ସରକାର ବାର୍ଷିକ ଅଧିକ ୯୬କୋଟି ଟଙ୍କା ବହନ କରିବେ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story