ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୪୫ରେ ପହଞ୍ଚି ଯାଇଛି।
Regret to inform the demise of sixteen #COVID19 positive patients while under treatment in hospitals.
1.A 70-year old male of Ganjam district who was also suffering from Hypertension & Diabetes Mellitus.
2.A 62-year old male of Bhubaneswar who was also suffering from CKD.— H & FW Dept Odisha (@HFWOdisha) October 25, 2020
14.A 66-year old male of Balasore district who was also suffering from Hypertension & Diabetes Mellitus.
15. A 45-year old male of Balasore district who was also suffering from Diabetes Mellitus.— H & FW Dept Odisha (@HFWOdisha) October 25, 2020
16.A 67-year old male of Bargarh district who was also suffering from Hypertension & Diabetes Mellitus.
— H & FW Dept Odisha (@HFWOdisha) October 25, 2020
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।